Minakshi Mudi
Literary Captain
9
Posts
0
Followers
0
Following

I'm Minakshi and I love to read StoryMirror contents.

Share with friends

ଜୀବନଟା ଏଠି କାଚକେନ୍ଦୁ ପରି ନାହିଁ କୁଳ ନାହିଁ କିନାରା ମଝି ଦରିଆରେ ଭାସମାନ ଆଜି ଅଲୋଡ଼ା ଅଖୋଜା ଭେଳା l ଲୋଡ଼ା ନାହିଁ ଧନ, ପ୍ରାଚୁଯ୍ୟ ଲୋଡ଼ା ନାହିଁ ରାଜା ଭୋଗ ତୁମ ଶ୍ରୀ ଛାମୁରେ ପୟର ମୋହର ରହି ଥାଉ ଯୁଗ ଯୁଗ l

ଜୀବନଟା ଏଠି କାଚକେନ୍ଦୁ ପରି ନାହିଁ କୁଳ ନାହିଁ କିନାରା ମଝି ଦରିଆରେ ଭାସମାନ ଆଜି ଅଲୋଡ଼ା ଅଖୋଜା ଭେଳା l ଲୋଡ଼ା ନାହିଁ ଧନ, ପ୍ରାଚୁଯ୍ୟ ଲୋଡ଼ା ନାହିଁ ରାଜା ଭୋଗ ତୁମ ଶ୍ରୀ ଛାମୁରେ ପୟର ମୋହର ରହି ଥାଉ ଯୁଗ ଯୁଗ l

ଜୀବନ ଟା ଏକ ଝରଣା କିନ୍ତୁ ସ୍ୱାଧୀନେ ଝରିବା ମନା ମନ ଏକ ବିହଙ୍ଗ ହେଲେ ଗଗନେ ଉଡିବା ମନା ଏଇତ ଜୀବନ ବଂଚିବା ର ମାନେ ଜାଣେନା

ମାଗୁ ନାହିଁ ଧନ ସମ୍ପଦ ମାଗୁ ନାହିଁ ଐଶର୍ଯ୍ୟ ମାଗୁଛି ଖାଲି ତୁମ ସ୍ନେହ ମମତା ର କାଣିଚାଏ ବୀଜ


Feed

Library

Write

Notification
Profile