language is the soul of any cast or community .Every language deserves equal respect.
I have a mother
How lucky I am,
Can't take place of mom
By Money ,name ,or fame .
ଦୂବ ପରି କଅଁଳ
ଜହ୍ନର ଜୋଛନା ପରି ଶୀତଳ
ଫୁଲ ପରି କୋମଳ
ନଈ ପରି ନିର୍ମଳ
କେଉଁ ଜନମ ର ପୁଣ୍ୟ ଫଳ ମାଁ ତୁମେ
ଆମ ଜୀବନେ ଆସିଲ ।
The world most beautiful creature
I have ever seen,
She is my mother
Whom I have stolen from destiny .
ନାରୀ ନୁହେଁ ମାଁ ତୁ
ଅଟୁ ଏପରି ଏକ ଦେବୀ,
ଯାହାର ପାଦ ସ୍ପର୍ଶରେ
ହଜାରେ ଜନ୍ମର ପୂଣ୍ୟ ମିଳଇ ।
जरूरी नही सिर्फ बाजुओं में दम हो,जरूरी नही ज्यादा बलशाली हो ...किसी कार्य को करने के लिए नियत होना चाहिए ।
we have to keep our feet even in the mortal of death for hosting the flag of freedom.
ଭାଷା ଓ ବ୍ୟବହାର ହିଁ ଆମର ପ୍ରଥମ ପରିଚୟ । ବ୍ୟକ୍ତିର ମଧୁର ବ୍ୟବହାର ,ବ୍ୟକ୍ତିତ୍ବ ର ପରିଚୟ ଦେଇ ଥାଏ ।।
if you respect to your language then you respectable ,we should not forget our language is our pride .