ସନାତନ ଦାସ
Literary Colonel
AUTHOR OF THE YEAR 2019,2021 - NOMINEE

177
Posts
86
Followers
2
Following

Myself Sanatan Das (11-05-1988), son of Shri Niranajan Das and Smt. Basanti Das, an educator as well as an employee of Central Govt. in Indian Post . I have completed My bachelor degree from Utkal University in Pol.sc (H) . My parents, teachers, and lovely friends are inspiration for me to... Read more

Share with friends
Earned badges
See all

ମୁଁ ଏକ ଅସ୍ତ ନୀଡ଼.... ସମୟର ଭୂମିକମ୍ପରେ କମ୍ପିତ ଆଉ ପତିତ ଶ୍ରୋତସ୍ଵିନି ସ୍ମୃତିର ପ୍ରଖର ସୁଅରେ... ହରାଇ ଅସ୍ତିତ୍ବ ମିଶିବାକୁ ଏ ଅସ୍ଥାୟୀ କ୍ଷଣ ଭଙ୍ଗୁର ବାୟୁମଣ୍ଡଳୀୟ ଯୌବନର ମିଛ ପ୍ରହେଳିକାରେ....

ସମ୍ପର୍କ... କାହାକୁ ଛୋଟରୁ ବଡ କରିଦିଏ, ପୁଣି କାହାକୁ ବଡ ରୁ ଛୋଟ କରିଦିଏ..

life is full of colours.. don't stay only black and white, try to paint every colour in your short term of Life..

ସଦ୍ୟ କଢ଼ିରୁ ପ୍ରସ୍ଫୁଟିତ କୁସୁମର ବଳିଦାନ କାହାପାଇଁ?? ଦେବତାଙ୍କ ପାଦରେ ନା କାହାର ଗଭାରେ..???

ଇଚ୍ଛା ହୁଏ ୨୦୨୦ ର ଫର୍ଦକୁ କୁତା କୂତା କରି ଅଳିଆ ଗଦାରେ ଫିଙ୍ଗି ଦେବାକୁ... ମୁହଁ ରେ ମାସ୍କ ପିନ୍ଧି ଆବର୍ଜନା ସଫା କରିବାକୁ, ସାନିଟାଇଜର୍ ମାରି ଧୋଇ ଦେବାକୁ, ଆଉ ସାମାଜିକ ଦୁରତ୍ଵ ରଖି ୨୦୨୦ କୁ ବହୁତ୍ ଦୂରକୁ ନିକ୍ଷେପ କରିବାକୁ, ଅତୀତ ର ସମୟ ଯାନ ରେ....।।

ଆଜି ବି ରାତିରେ ନିଦ ଆଉ ଆସୁନି, ଅପଲକେ ନୟନେ ଲୁହ ବନ୍ୟା କମୁନି, ଜହ୍ନ ତାରା ଆକାଶରେ ଯେତେ ଥିଲେ ବି ଏ ମନ ମୋର ଟିକେ ଖୁସି ବି ହଉନି..!!

ରାତିର ନିଦକୁ ପଚାରିଲି ଥରେ ପ୍ରେମ ହେଲେ ତୁ ମୋ ଆଖିକୁ ଆସୁନୁ କାଇଁ, ହସିଦେଇ ମୋତେ ସେ ଉତ୍ତର ଦେଲା "ମୁଁ ପରା ଅନିଦ୍ରା ତୋ ପ୍ରେମିକା ପାଇଁ"..!!

ବିତିଯିବ ଦିନ ସବୁ ଯଦି ତୁମ ଅପେକ୍ଷାରେ, ତେବେ ଜାଣିନି ମୁଁ କେତେ କାଳ କରିବି ଅପେକ୍ଷା......

ସମୟକୁ ପଛ କରି ଆଗେଇବାକୁ ଚେଷ୍ଟା କଲି, ହେଲେ ଅତୀତ ତାର ଦୁଇ ବାହୁ ଛନ୍ଦି, ଲୁହ ଢ଼ାଳୁଛି ଅବିରତ ନୟନ ଯୁଗଳ କୁ ସିକ୍ତ କରି, ମୋ ଛାତି ଉପରେ ମଥା ଥାପି..!! #ସନାତନ


Feed

Library

Write

Notification
Profile