Sai's Girl ❤️
Literary Lieutenant
13
Posts
3
Followers
2
Following

🙏ଜୟ ସାଇ ରାମ 🙏 Welcome to my world...... I like to write poem..... ❤️God's child ❤️.... your smile 😊 is my smile..... Read my poems and quotes .....give me like , comments.so I can try to give my best 👍✌️

Share with friends
Earned badges
See all

ରାତିରେ ଆରାମ ପାଇଁ ସ୍ବପ୍ନ ଦେଖାଯାଏ....🖤 କିନ୍ତୁ ସେଗୁଡ଼ିକୁ ବାସ୍ତବରେ ପରିଣତ କରିବା ପାଇଁ ଅନେକ ରାତି ଶୋଇବା ବିନା କଠିନ ପରିଶ୍ରମ କରିବାକୁ ପଡିଥାଏ ।🤞

ଦୁନିଆର ସବୁଠାରୁ ମଧୁର ଶବ୍ଦ- "ମାଆ" 🥰🥰🥰

ସମ୍ମାନ ଏକ ଦର୍ପଣ ପରି 🪞 ...... ତୁମେ ଏହାକୁ ଅନ୍ୟ ଲୋକଙ୍କୁ ଯେତେ ଅଧିକ ଦେଖାଇବ ସେତେ ଅଧିକ ତୁମ ଉପରେ ପ୍ରତିଫଳିତ ହେବ । 🙏 ଧନ୍ୟବାଦ 🙏

ଶଶାଙ୍କ ବୁଣେ ଶ୍ୱେତର ମୁରୁଜ ରାତ୍ରୀଙ୍କ ସଂସ୍ପର୍ଶେ ଆସି, ତାହାରି ପ୍ରଭାବେ ଗଗନ‌ ବକ୍ଷରେ ହସନ୍ତି ତାରକା ମିଶି । 🌃

ଅନ୍ୟ କାହା କଥାରେ ତା'ର ଛଳନା ରେ କେବେ ଛନ୍ଦି‌ ହୁଅନାହିଁ। 🤔🤔 ସେ ଦିନେ ତୁମ ଭଲପାଇବାର‌‌‌ ❤️ନିରୀହ ମନ😔 ସହ ବିଶ୍ଵାସ ଘାତକ ତା କରି ପାରେ । ଜୀବନ ଠାରୁ ଅଧିକ ଭଲ ତାଙ୍କୁ ❤️❤️ପାଅ ଯେ ପ୍ରଥମେ ତୁମକୁ ଦେଖିଲା ପରେ ଭଲ ପାଇଛନ୍ତି । ସେ ତୁମ ବାପା ଓ ମାଆ 🥰🥰 ଯେ ତୁମକୁ ଏ ସୁନ୍ଦର ପୃଥିବୀ ଦେଖାଇଛନ୍ତି । 🌎

ଏ‌ ଜୀବନ ‌ଗୋଟିଏ‌‌ ରଙ୍ଗ ମଞ୍ଚ । ଆମେ ସବୁ ଗୋଟିଏ ଗୋଟିଏ କଳାକାର । ଆମର ଅଭିନୟ ସରିଗଲା ପରେ ଆମେ ଏ ସୁନ୍ଦର ପୃଥିବୀରୁ ବିଦାୟ ନେବା ‌। ତେଣୁ କାହା ମନରେ କଷ୍ଟ ‌ନ ଦେଇ ସମସ୍ତ ଙ୍କୁ ଭଲପାଇବା ‌ର‌‌‌ ଡୋରି ରେ ବାନ୍ଧି ‌ରଖ। ଏହା ଆମ ଜୀବନ‌ ଜିଇଁବାର ଗୁରୁତ୍ୱ ବହନ କରିବ । 🙏🏻🙏🏻❤️❤️🙏🏻🙏🏻


Feed

Library

Write

Notification
Profile