STORYMIRROR
ଏ...
ଏ ଜୀବନ ଗୋଟିଏ...
ଏ ଜୀବନ...
“
ଏ ଜୀବନ ଗୋଟିଏ ରଙ୍ଗ ମଞ୍ଚ ।
ଆମେ ସବୁ ଗୋଟିଏ ଗୋଟିଏ କଳାକାର । ଆମର ଅଭିନୟ ସରିଗଲା ପରେ ଆମେ ଏ ସୁନ୍ଦର ପୃଥିବୀରୁ ବିଦାୟ ନେବା ।
ତେଣୁ କାହା ମନରେ କଷ୍ଟ ନ ଦେଇ ସମସ୍ତ ଙ୍କୁ ଭଲପାଇବା ର ଡୋରି ରେ ବାନ୍ଧି ରଖ। ଏହା ଆମ ଜୀବନ ଜିଇଁବାର ଗୁରୁତ୍ୱ ବହନ କରିବ ।
🙏🏻🙏🏻❤️❤️🙏🏻🙏🏻
”
63
More oriya quote from Swarnapriya sahoo Simali
Download StoryMirror App