I'm Saudamini and I love to read StoryMirror contents.
ରବିବାର ଯେବେ ଆସିଯାଇଥାଏ ସଭିଏଁ ଖୁସି ହୁଅନ୍ତି ଛେଳି ଓ କୁକୁଡ଼ା ମାଛ ମାନେ ସିନା ଦୁଃଖରେ ଭାଙ୍ଗି ପଡ଼ନ୍ତି ।
ସଜନୀ ମୋର ଯାଇଛି ରୁଷି ଭଲେଣ୍ଟାଇନ ଡେ ରେ ଭାବୁଛି ବସି ପ୍ରିୟତମା ମୋର ଭାରି ଫୁଲେଇ କେମିତି ମୁଁ ତାକୁ ଦେବି ମନେଇ ନୁହେଁ ଏ ଦ୍ୱାପର ନୁହେଁ ମୁଁ କୃଷ୍ଣ କେମିତି ସହିବି ମୁଁ ଏତେ କଷ୍ଟ ।