I'm ବିରେନ୍ ରାୟ and I love to read StoryMirror contents.
ସଂଧ୍ୟାରେ କାଲି ମୁହଁଟା ତୁମର ମହାଦୀପ ପରି ଦିଶୁଥିଲା , ଦେହଟା ତୁମର କାହିଁକି କେଜାଣି ଅଲଗା ଅଲଗା ବାସୁଥିଲ !! ହେଲେ ଖୁସିଟା ତୁମର କେହି ଅବା ସତେ ବାଧ୍ୟ କରି ଦେଇ ଲୁଟିଥିଲା , କେମିତି କେଜାଣି ଗଙ୍ଗଶିଉଳିଟା ଦ୍ବିପ୍ରହରେ ଫୁଟିଥିଲା !! @ ଜାଗର ବାସି 😭 ବିରେନ୍ ରାୟ ମୋ ..୯୪୩୭୪୬୩୫୩୮