@drx-jasobanta-nayak

Drx Jasobanta Nayak
Literary Captain
13
Posts
0
Followers
0
Following

None

Share with friends

ମୁଁ ମୁକ୍ତ ଆକାଶରେ ଉଡ଼ିବୁଲୁଥିବା ବେସାହାରା ଦିଗହରା ପକ୍ଷୀଟିଏ " ତୁମେ ଜଳ ଭିତରେ ପହଁରି ପାରୁଥିବା ସୌନ୍ଦର୍ଯ୍ୟଭରା ଜଳପରି ଟିଏ "" -@jaga

ଗୋଟିଏ ସମ୍ପର୍କରେ ଦୁଇଟି ଧରଣର ମଣିଷ ଥାଆନ୍ତି; ଜଣେ ଅପେକ୍ଷା କରେ, ଆଉ ଜଣେ ଅପେକ୍ଷା କରାଏ l ✍️jasobanta nayak

ମା --------- ମା ଏକ ନିବିଡ଼ତା ର ଆବେଗ ମା ପୁଣି ସ୍ନେହ ଆଉ ସୁରକ୍ଷା ର ବଳୟ ll ମା ସେତ ଏକ ଜୀବନ ଓ ଜନ୍ମର ବାସ୍ତବ ଆଇନା, ପୃଥିବୀ ରୁ ମହାକାଶ ପର୍ଯ୍ୟନ୍ତ ଜ୍ଞାନ ରୁ ସଂମ୍ମୋହନ ପର୍ଯ୍ୟନ୍ତ ବିସ୍ତୃତ ସେ ମା ର ଅର୍ଥ ll ଯେଉଁ ଶବ୍ଦ ର ଆକାର ଓ ବିକାର ନାହିଁ ସମସ୍ତ ସମ୍ପର୍କ ରୁ ଯେ ଉର୍ଦ୍ଧରେ ସେ ହେଉଛି "ମା" ll

ଜୀବନର ପ୍ରଥମ ଶିକ୍ଷକ ମା ଜୀବନର ପ୍ରଥମ ବନ୍ଧୁ ମା ଜୀବନବି ମା, କାହିଁକି ନା ଜୀବନ ଦେବା ଲୋକ ବି ମା..


Feed

Library

Write

Notification
Profile