NIBEDITA DAS
Literary Lieutenant
11
Posts
0
Followers
0
Following

None

Share with friends
Earned badges
See all

ମଣିଷ ନିତ୍ୟ ପରିବର୍ତ୍ତନଶୀଳ।ପରିବର୍ତ୍ତନ ହେତୁ ତାର ପ୍ରଗତି।ସ୍ଥିରତା ତାର ଧର୍ମ ନୁହେଁ,ଗତାନୁଗତିକତା ତା'ର ଆଦର୍ଶ ନୁହେଁ।ଆଗକୁ ଗତି କରିବା, ଅମଡ଼ା ମାଡ଼ି ନୂଆ ବାଟଟିଏ ତିଆରି କରିବା ତାର ଲକ୍ଷ୍ୟ।ଅଳ୍ପରେ ସେ ସନ୍ତୁଷ୍ଟ ନୁହେଁ।ବିରାଟର ସେ ଅନୁସନ୍ଧିତ୍ସୁ।ପୁରୁଣାକୁ ସେ ଘୃଣା କରେ ନାହିଁ, ଅଥଚ ପୁରୁଣାକୁ ବାନ୍ଧି ରଖେ ନାହିଁ।ପୁରୁଣା ଭିତରୁ ନୂଆକୁ ଖୋଜେ।ପୁନଶ୍ଚ ସମ୍ପୂର୍ଣ୍ଣ ନୂଆ ମଧ୍ୟ ହୋଇଯାଏ ତା'ର ଅନୂେଷାର ବାର୍ତ୍ତା।

🦋 "ଯେଉଁ ଦୀପ ଶିଖାକୁ ଆମେ ଲିଭି ଯିବା ର ପତନଠାରୁ ବଞ୍ଚେଇ ଥାଉ, ବେଳେ ବେଳେ ସେହି ଦୀପ ଶିଖା ହିଁ ହାତକୁ ଜଳେଇ ଦେଇଥାଏ । ଠିକ୍ ସେହିପରି ଯାହାକୁ ଅତି ଆପଣାର ବୋଲି ଭାବି ଥାଉ, ସେହି ମଣିଷ ହିଁ ଆମକୁ ବହୁତ ଦୁଃଖ ଦେଇଥାଏ।"

🌸ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ ,କିଛି ବି ଚିରସ୍ଥାୟୀ ନୁହେଁ । ସଂପର୍କ , ସମୟ, ପ୍ରେମ , ଘୃଣା ଆଉ ବୟସ ସବୁକିଛି ସମୟ ସହ ବଦଳିଯାଏ। କଥାରେ ଅଛି.....ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ହେଲେ ଆଜିକା ଦିନରେ ଲୋକ ପଥର ତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି।

*📝ଈଶ୍ୱର ସୃଷ୍ଟି ରେ, ପୃଥିବୀ ପୃଷ୍ଠରେ* *ସୃଷ୍ଟି କରିଛନ୍ତି ଆମ କୁ,* *ଭାବିବlନି ଉଚ୍ଚ, ଭାବିବlନି ନୀଚ* *ନିନ୍ଦା କରିବlନି କାହାକୁ ।*

🦋 ସମୟ କାହାକୁ ସଫଳତା ଦେଇନଥାଏ।ସମୟକୁ ଯିଏ ସଠିକ୍ ଭାବେ ବ୍ଯବହାର କରିଥାଏ ସିଏ ସଫଳ ହୋଇଥାଏ।

🦋 ଖରାପ ସମୟ ଦିନେ ବଦଳିଯିବ, କିନ୍ତୁ ବଦଳି ଯାଇଥିବା ଲୋକ ସବୁଦିନ ପାଇଁ ମନେ ରହିଯିବ।

‘ଅଳସ ଲୋକର ପାଖକୁ ନ ପଶଇ ସମ୍ପଦ, ମଧୁ ଆସି ନ ପଶେ ଷ୍ପଟଦ।’

‘ନିଜକୁ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ।’


Feed

Library

Write

Notification
Profile