Abismita Mishra
Literary Captain
66
போஸ்ட்ஸ்
0
பின்தொடர்பவர்கள்
0
பாலோவிங்

SAYERI LIKHNA MERA PROFESSON HAI...I LOVE MY SELF... LOVE YOU FOR EVER..❤️❤️❤️❤️🌹🌹🌹🌹🌹❤️❤️❤️

நண்பர்களுடன் பகிர
Earned badges
See all

ସୁନ୍ଦର ହସ ମୁହଁ ରେ ବିଷ

ଈଶ୍ୱର ଏକ କିନ୍ତୁ ତାଙ୍କ ରୂପ ଅନେକ .. ଯିଏ ଯେଉଁ ରୂପ ରେ ପୂଜା କରିବ ସେ ଶୁଣିବେ .. ଯିଏ ଯେମିତି ଡ଼ାକିବ ପ୍ରଭୁ ଦେଖା ଦେବେ.. ମନ ନିର୍ମଳ ଥିବା ଦରକାର ତାଙ୍କୁ ପୂଜା କରିବା ପାଇଁ ପାଖରେ ଧନ ନୁହଁ ସୁନ୍ଦର ମନ ର ଆବଶ୍ୟକତା ରହିଛି ..

କେହି ବୁଝନ୍ତି ନି ମନ ର କୋହ କୁ ସମସ୍ତେ ଦିଅନ୍ତି ଦୋଷ କେତେ ଯନ୍ତ୍ରଣା ରେ ଭରି ଯାଏ ମନ ନିଜ ଲୋକ ଦେଲେ ବିଶ୍ୱାସ ରେ ଦେଲେ ବିଷ .. ସମସ୍ତେ ଆସନ୍ତି ଦେଇ ଯାଆନ୍ତି ବହୁତ ସୁନ୍ଦର ସୁନ୍ଦର ଉପଦେଶ ..

ଚିହ୍ନି ପାରିଲିନି ଦୁନିଆ କୁ ପ୍ରଭୁ ଖାଇଗଲି ଶକ୍ତ ଧୋକା .. ଆପଣାର ଥିଲେ ଯେତେ ସବୁ ଏଠି କରିଗଲେ ପ୍ରଭୁ ଏକା .. ସ୍ୱାର୍ଥ କୁ ଭାବିଲି ଭଲ ପାଇବା ମୁ ଥିଲି କେତେ ବଡ ବୋକା .. ଭାଙ୍ଗି ଯାଇକି ବି ଆଗକୁ ଚାଲିଛି ତୁମେ ମୋର ପ୍ରଭୁ ସଖା...

काश हम मिले ना होते.. ये प्यार मुमकिन ना होता ए दिल का रिस्ता गहरे ना होते ए दिल नहीं टुटा होता 💔💔

जिस आँखों का तू कभी रौशनी बनता था.. आज उस आँखों में से आंसू नहीं खून निकला ता है

तेरी खुशी केलिए मैं क्या क्या नहीं क्या.. तुमने मुझे हीं अपनी मतलब केलिए ठुकरा दिए.. 💔

ପତର ଭିତରେ ପତର ଟିଏ ନିମ ପତର ନାମ ତାହାର .. ପାଟି କୁ ପିତା ଲାଗିଲେ ମଧ୍ୟ କରେ ବହୁତ ସେ ଉପକାର .. ପିତା ଲାଗିଲେ ପାଟି କୁ ମଧ୍ୟ ଦେହ ପାଈଁ ସେ ହିତ .. ସବୁ ରୋଗ ର ଔଷଧ ସିଏ ରୋଗୀ ର ବଡ ମିତ..

ANISHA NAME FULL FORM A- ଆକାଶ ରୁ ଆସିଅଛି ଗୋଟେ ସୁନ୍ଦର ପରି .. N- ନା ତାର ଯେମିତି ସୁନ୍ଦର ସେ ବି ଅପ୍ସରୀ .. I- ଇଛା ତାର ରହିବ ସେ ସବୁବେଳେ ମୁକ୍ତ .. S- ସାରା ଦୁନିଆ ର ଖୁସି ତାକୁ ମିଳିବା ବି ପ୍ରାପ୍ତ .. H- ହୃଦୟ ତାର ବହୁତ କୋମଳ ନାହିଁ ଟିକେ ଛନ୍ଦ A- ଅପ୍ସରୀ ଖାଲି ସେ ନୁହଁ ପୁନେଇଁ ଚାନ୍ଦ...


ஊட்டம்

நூலகம்

எழுது

அறிவிப்பு
சுயவிவரம்