Rekha Rekha
Literary Captain
7
Posts
0
Followers
0
Following

__________________

Share with friends

ମୁଁ ମାଆ ପେଟ ରୁ ବାହାରିବା ପରେ ହୁଏ ମୁଁ ଝିଅ , ଝିଅ ପରେ ମତେ ନୂଆ ପଦବୀ ହୁଏ ମୁଁ ନାରୀ , ନାରୀ ପଦବୀ ରେ ପଦନିତ ହେବା ପରେ ମୁଁ ହୁଏ ମା , ମା ର ପର ପଦବୀ ମୋର ହୁଏ ଶାଶୁ , ଜୀବନ ରେ ବହୁତ ପଦବୀ ପଦନିତ ହୋଇ ନିଜ ପରିଚୟ ହିଁ ଭୁଲି ଯାଏ ମୁଁ ! ମୁଁ କିଏ ବୋଲି ?? ସମସ୍ତେ କୁହନ୍ତି କି ତୁ ମହିଳା ବୋଲି ।

ମୁଁ ଯେତେବେଳେ ଛୋଟ ଥିଲି ମୋ ପରିବାର କହିଲେ ମୁଁ ଆଉ ମୋ ବାପା ବୋଉଙ୍କୁ ବୁଝୁଥିଲି ଆଉ ତାପରେ ବାହା ହେବା ପରେ ଶାଶୂଘରକୁ ଆଉ ଏବେ ପରିବାର କହିଲେ ବୃଦ୍ଧାଶ୍ରମକୁ ବୁଝୁଚି |🌺

ଉଡି ଉଡି ଯିବୁ ଲୋଟଣୀ ପାରା ତୁ କହିବୁ ପ୍ରିୟଙ୍କ କାନେ ଭାରୀ ଅଭିମାନୀ ପ୍ରିୟତମା ତୁମ ପଡୁନାହିଁ କିବା ମନେ?

ମୋ ଚିତ୍ରିତ ଚେତନାର ନୀଳକନ୍ଦରରେ ତୁମେ ସେଇ ବିଶ୍ୱାସର ଦିଅଁ ମୁଁ, ତୁମର ଆଖିତଳୁ ଅଲକ୍ଷ୍ୟରେ ଝରିଥିବା ବିରହ ଓ ବେଦନାର ଟୋପେ ମାତ୍ର ଲୁହ |


Feed

Library

Write

Notification
Profile