Sashmita Panda

35
Posts
1
Followers
1
Following

None

Share with friends
Earned badges
See all

(ଟୋପାଏ ସିନ୍ଦୁରର ମୂଲ୍ୟ ) ସ୍ତ୍ରୀ -: ଟୋପାଏ ସିନ୍ଦୁର,ର ମୂଲ୍ୟ ତୁମେ କଣ୍ ଜାଣିବ ରମେଶ୍ ବାବୁ ! ସ୍ୱାମୀ -: ହଁ ହଁ ମୁଁ ଠିକ୍ ବୁଝିଛି ! ତୁମ ଟୋପାଏ ସିନ୍ଦୁରର ମୂଲ୍ୟ - ମୋର ପଚାଶ ପ୍ରତିଶତ ସମ୍ପତ୍ତି ! ଜୀବନର ଅଶାନ୍ତି ! ଆଊ ଆଗାମୀ ସାତ ଜନ୍ମପାଇଁ ଶାସ୍ତିର ଚୁକ୍ତି 🤣🤣🤣😲😲 🤣

हाथौमें गुलाब लीये उसकी इन्तजार में खड़ा था कमबख़्त वक्त ने ,भी धोका देने को मौके में खड़ा था आइ तो आइ हसीना पर उसके सीने मे दील नहीं उसका दुसरा बॉयफ्रेंड लगा था 💔🫀💔💔🫂

ଅବସନ୍ତରେ ବସନ୍ତ ବହେ ଦିନେ ଦିନେ... ମଳୟ ପୂରାଇ ବାସ ଛୁଟେ ଉପବନେ  ।।୧।। ଅଫଗୁଣରେ ଫଗୁଣ ରଙ୍ଗ ଭରିଦିଏ କନ୍ୟାଟିଏ କିଶୋରୀ ରେ ପରିଣିତା ଯେବେ ହୁଏ ।। ୨।। ଅଲେଖା ହାତରୁ ପୁଣି ଲେଖାଏ କବିତା କେତେ ସତ କେତେ ସ୍ୱପ୍ନ ସ୍ମୃତି ଅଙ୍କାବଙ୍କା ।। ୩ ।। ଅପଢା ପିଲାଟେ କେବେ ପାଠ ସେ ପଢଇ ଶିକ୍ଷକ ଛାଟ ଧରିଲେ ବହିଟେ ଧରଇ ।।୪।। ଅନିଦ୍ରା ଆଖିରେ ତାର ମାଡିଆସେ  ନିଦ ମା କୋଳେ କ୍ଷୀର ପିଇ ଶୁଅନ୍ତି ଗୋବିନ୍ଦ ।।୫।।

जर्रा जर्रा हवा में उड़ता है सागर् भी अपनी जगह तड़प तड़प कर कुढ़ता है जी चाहता है कि आपसे बातें करते रहें क्योंकि, आपसा चांद कहां रोज़ रोज़ जमीन पे उतरता है

मेरी दीलकि धड़कनों में वो मुकाम है आपका🌹 ख़ुदा के बाद् होंठोंपर है नाम आपका 🌹 ये बन्दी है मेरी जो आपके कीसी काम् आउं इतनी खुशी मीली है मुझको कहीं खुशी में खुसी से मर नजाउं🌹

"ହୃଦୟର ଭାଷା"😢 ଲୁହରେ ଲେଖୁଛି ହୃଦୟର ଭାଷା ରଖିନେବ କରି ସ୍ମୃତି । ତୁମବିନା ମୋର ସବୁ ଜହ୍ନରାତି ଜୋଛନାରେ ଯାଏ ବିତି । ଯେଉଁଦିନ ଠାରୁ ଦେଖିଲି ତୁମକୁ ଭାବିନେଲି ତୁମେ ମୋର । ଆଶା ସିନା...ମୋର ଆଶାରେ ରହିଲା କରିଦେଲ ସାତପର । କୁହୁଳି କୁହୁଳି ଜଳନାହିଁ ଆଉ ହୃଦୟରେ ତୁମେ ମୋର । ତୁମପାଇଁ ଆଜି ହରାଇ ଦେଇଛି  ସବୁକିଛି ପଥ ମୋର  ।

ଏତେ ଆଶାନେଇ ତୁମ୍ଭରି ଚରଣୁ ନିରାଶେ ଫେରିବି ନାହିଁ ..... ଦିନେ ନା ଦିନେ ତ, ନିଶ୍ଚୟ ଆଶିବ ମୋ ପ୍ରେମର ମାନ ରଖିବାପାଇଁ ।। ନୟନ ପଥରେ ,ଝରି ଝରି ଯାଏ ଆଶାର କୁସୁମ ବାରି...... ତୁମ୍ଭ ଆଗମନ "ପ୍ରତୀକ୍ଷା" କୁ ଭାଳି, ନାଚଇ ମନ 🦚 ମୟୁରୀ.....।। ମୁଁ ତୁମ ଶାମୁକା 🐚 ତୁମେ ମୋ ମୁକୁତା ଶାମୁକା, ମୁକୁତା କେତେ ବା ଦୂରେ ଜାଣଇ ମୁଁ ସଦା , ସେହିପରି ଭାବେ ତୁମେଅଛ ରହି ମୋର ଅନ୍ତରେ  ।। ଦୂର ଦିଗବଳୟକୁ "ଦୂର ଦୃଷ୍ଟି " ଦେଇ ଦେଖ ଥରେ ଘନଶ୍ୟାମ,.....ନୟନ ପୂରାଇ ମାୟାର ସଲ୍ଲିଳ ସମାଧ

ଅବୁଝା ଏକ କାନଭାସ୍ ଟିଏ ମୁଁ ସାଜ ତୁମେ ଯଦି, ଚିତ୍ରକାର ଭିନ୍ନଭିନ୍ନ ରୂପ ଆଙ୍କି ଦେଇପାର ଏଇ ମୋ ସାରା ଶରୀର ! ମୁଁ ଏକ ଅପଢା ପୁସ୍ତକ ଟିଏ ସାଜତୁମେ ଯଦି,ସୁପାଠକ ହୋଇପାରେ ମନକୁ ଲଗାଇ ହୁଏତ ,ମୋତେ ପଢି ଦେଇପାର ! ମୁଁ ଏକ ଉଷ୍ମଲୁହର ଧାର ଯହିଁ ଅମାନିଆ ଆଖି ପଲକତଳେ ସାଜତୁମେ ଯଦି ସହୃଦୟ ବ୍ୟକ୍ତି ହୁଏତ ସେ, ଲୁହଧାର ପୋଛି ଦେଇପାର , ନିଜ ହାତ ପାପୁଲିରେ ! ମୁଁ ଏକ ଅମାନିଆ ନଇର ଢେଉ ଯିଏ ସେକୂଳରୁ ସେକୂଳକୁ ଛୁଏଁ ସାଜତୁମେ ଯଦି, ହେ ଧାରାଶ୍ରାବଣ ବନ୍ୟାରେ ବି...ପ୍ଲାବିତ ମୋତେ

-ଶେଷ ପରିଣତି- ବେଳେବେଳେ ସମୟ ବି ସୂଚେଇଦିଏ ମଣିଷକୁ ଭଲ ପାଇବାର ଶେଷ ପରିଣତି ମିଳନ ନାଁ ବିଚ୍ଛେଦ ପ୍ରଣୟ ନାଁ ପାପ 😰


Feed

Library

Write

Notification
Profile