जब विद्रोह सर उठाने लगजाता
समझो ज़ुल्म बेइंतहा हो
जाता
वक्त रहते ठहर जाओ वरना
फिर संभालने को वक्त न मिल पाता
ବିଦ୍ରୋହର ନିଆଁ ଜଳି ଉଠିଲାଣି ଜାଲିଦେବ ତୁମ ଗଦି
ନିହିତ ସ୍ୱାର୍ଥରେ ସାମୁହିକ ହିତ
ଅଣଦେଖା କର ଯଦି
ବ୍ୟକ୍ତିଗତ ନିର୍ଣ୍ଣୟକୁ ଥୋପିବାର ନୀତି
ଜନତାକୁ ଠକୁଥିବ ରାଜନେତା ନିତି
अपनी निजी फैसले फासलें फैला सकते
कौमी कामना के साथ माहौल बिगाड़ते हैं लोग
ବଞ୍ଚିବା ପାଇଁ କି ମରିବା ପାଇଁ ଲୋଡ଼ାଗୋଟିଏ ଜୀବନ
ଅମରତ୍ୱ ପ୍ରାପ୍ତ ହୋଇବ ନିଶ୍ଚୟ
କରିଥିଲେ ସୁ କର୍ମ
कठपुतली की तरह नचाते हो नाचता हूँ इशारे पे तेरी
कुछ पसंद न आये कहते हो
वाह वाह तेरी अदाकारी
ନିତି ନୂଆ ନୂଆ ରୂପେ ଅଭିନୟ
ନୂଆ ଚରିତ୍ରର ପରିବେଷଣ
କରୁ କରୁ ଭୁଲି ନିଜ ପରିଚୟ ନିଜେ ଆବୋରି ଧରିଛି କଷଣ।।
ନଈରେ ସୁନୁସୁନିଆଁ ପାଗଳାରେ ନଈରେ ସୁନୁସୁନିଆଁ
ଧରମ କୁ ଚାହିଁ କରମ କରୁଥା ସବୁ ଦେଖୁଛି ଭାଗବାନିଆଁ
उम्मीदों के डोर से बंधी है ये जिंदगी
वरना कटी पतंग की ठिकाने की तरह