ଜ୍ଞାନ ଏମିତିକା ଗୁପ୍ତଧନ ତାକୁ ଲୁଚେଇ ପାରେନି ସିନ୍ଦୁକ ଯେଉଁମାନେ ମତେ ସହି ପାରନ୍ତିନି ସେଇମାନେ ମୋର ନିନ୍ଦୁକ
କେମିତି ବୁଝୁନ ଶୀତୁଆ ପାଗରେ ମନ ମୋର ହୁଏ ଯାହା ତୁମରି ନରମ ଓଠରେ ହେବାକୁ ଚାହେଁ ମୁଁ ଗରମ ଚାହା କେମିତି ବୁଝୁନ ଶୀତୁଆ ପାଗରେ ମନ ମୋର ହୁଏ ଯାହା ତୁମରି ନରମ ଓଠରେ ହେବାକୁ ଚାହେଁ ମୁଁ ଗରମ ଚା...