RATIKANTA NAYAK
Literary Captain
48
Posts
0
Followers
0
Following

ଜୀବନରେ ଅନେକ କିଛି ହରେଇସାରିଚି ଯାହା କେବେ ଖୋଜିଲେ ବି ମିଲେନା🙏🙏

Share with friends

”ସାହସୀ ହୁଅ। ଆତ୍ମବିଶ୍ୱାସ ସହିତ କାମ କର | ମଣିଷ କେବଳ ଥରେ ମରିଯାଏ | ଭୟଭୀତ ଓ ଭୟଭୀତ ବ୍ୟକ୍ତିମାନେ ପ୍ରତିଦିନ ମୋରୁଥିବେ !!

”ଭଗବାନଙ୍କ ଲୀଳା ବଡ଼ବିଚିତ୍ର , କୋଇଲିକୁ କଣ୍ଠ ଦେଲେ ରୂପ ଦେଲେନି , ମୟୂରକୁ ରୂପଦେଲେ ଇଛା ଦେଲେନି , ମନୁଷ୍ୟକୁ ଇଚ୍ଛାଦେଲେ ସନ୍ତୋଷ ଦେଲେନି , ସାଧୁକୁ ସନ୍ତୋଷ ଦେଲେ ସଂସାର ଦେଲେନି , ସଂସାରରେ କେହି ପୂର୍ଣ୍ଣ ନୁହେଁ , କେବେଳ ଭଗବାନ ହିଁ ପୂର୍ଣ୍ଣ !!

ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁ ଥିବା ଲୋକ , ଯିଏକି କଦାପି ସମ୍ପର୍କ ର ମୂଲ୍ୟ ବୁଝି ପାରେ ନାହିଁ କି ଶାନ୍ତିରେ ରହିପାରେ ନାହିଁ

ତୁମର ଅତୀତରେ ବନ୍ଦୀ ହୁଅ ନାହିଁ ! ଏହା କେବଳ ଶିକ୍ଷା ଥିଲା, ଆଜୀବନ ପାଇଁ ଏକ ନିର୍ଣ୍ଣୟ ନୁହେଁ !!

"ଭଗବାନ ସୃଷ୍ଟି କରିଥିବା ପ୍ରତ୍ୟେକ ଜିନିଷ ର କିଛିନା କିଛି ଭଲ ଗୁଣ ଓ ମନ୍ଦ ଗୁଣ ରହିଛି ବାସ୍ ତା'ର ଭଲ ଗୁଣ ଆମ ମାନକୁ ଖୁସି ଦିଏ ଓ ତା'ର ମନ୍ଦ ଗୁଣ ଆମ ମାନକୁ କିଛି ଶିଖେଇ ଦେଇଯାଏ "

ଗୋଟିଏ ପରିଚୟ ହଜାରେ ହଜାରେ ବନ୍ଧୁ ବନେଇ ପାରେ, ଗୋଟିଏ ହସ ହଜାର ହଜାର ଦୁଃଖକୁ ଭୁଲେଇ ଦେଇ ପାରେ, କିନ୍ତୁ ଏ କଥା ସତ ଜୀବନ ରାସ୍ତାରେ ବହୁତ୍ ଜଗି ରଖି ଚାଲିବାକୁ ପଡ଼େ କାହିଁକି ନା ଗୋଟିଏ ଭୂଲ୍ ହଜାର ହଜାର ସ୍ବପ୍ନ କୁ ପୋଡ଼ି ପାଉଁଶ ରେ ପରିଣତ କରିପାରେ।।

ଯଦି ନିଜ ପାଖରେ ଆରମ୍ଭ କରିବାକୁ ସାହସ ଅଛି, ତେବେ ତୁମେ ହିଁ ସଫଳ ହେବାର ହକଦାର !!

ନା ତମକୁ ପାଇବାର ଓକାତ ଅଛି ମୋର, ନା ତମକୁ ହରେଇବାର ହିମତ୍..... କିନ୍ତୁ ଏ କଥା ସତ😌 ଯଦି ମୁଁ ଆଉ କାହାର ହେଲି ? ଭାବିବନି କି ମୁଁ ଖୁସୀରେ ସମ୍ପର୍କ ଗଢ଼ିଛି ସେ ସମ୍ପର୍କ ର ନା ଥିବ,,,,, ମଜବୁରି😌

କେତେ ସୁନ୍ଦର ଜୀବନ ଆମର , ଲୋଭରେ ସବୁତ ସରେ ସ୍ନେହ ପ୍ରେମ ଶ୍ରଦ୍ଧା ଭଲ ପାଇବାକୁ ନିଜର କରି ମଣିଷ ଏଠି ମୋରେ !! ଛଟ ଥିଲି ମୁହିଁ ସାଥି ପିଲା ମେଲେ ଖେଳୁ ଥିଲି ବାଲିଘର ପାପ କର୍ମ କରି ପୁଣ୍ୟ ମନେ କରେ ଏ ସବୁଥିରେ ମୋତେ ପ୍ରଭୁ ବଞ୍ଚିତ କର !! ଅପ କର୍ମ କରି ଭୂଲ ନାହିଁ କେବେ ନଦିଓ ଯନ୍ତ୍ରଣା କହାକୁ ନିଜ ହସି ଦେଇ ଆନକୁ ହସାଓ ଭୂଲ ନାହିଁ କେବେ କାହାକୁ !! ଚାହୁଁ ଚାହୁଁ ଦିନେ ଏ ଜୀବନ ଦୀପ ଲିଭିବ ନିଶ୍ଚୟ ଦିନେ ଭଲ କର୍ମ କରି ଆଖି ବୁଜି ଦେଲେ ଲୋକେ ରଖିଥିବେ ମନେ !!


Feed

Library

Write

Notification
Profile