STORYMIRROR

କେତେ ସୁନ୍ଦର...

କେତେ ସୁନ୍ଦର ଜୀବନ ଆମର , ଲୋଭରେ ସବୁତ ସରେ ସ୍ନେହ ପ୍ରେମ ଶ୍ରଦ୍ଧା ଭଲ ପାଇବାକୁ ନିଜର କରି ମଣିଷ ଏଠି ମୋରେ !! ଛଟ ଥିଲି ମୁହିଁ ସାଥି ପିଲା ମେଲେ ଖେଳୁ ଥିଲି ବାଲିଘର ପାପ କର୍ମ କରି ପୁଣ୍ୟ ମନେ କରେ ଏ ସବୁଥିରେ ମୋତେ ପ୍ରଭୁ ବଞ୍ଚିତ କର !! ଅପ କର୍ମ କରି ଭୂଲ ନାହିଁ କେବେ ନଦିଓ ଯନ୍ତ୍ରଣା କହାକୁ ନିଜ ହସି ଦେଇ ଆନକୁ ହସାଓ ଭୂଲ ନାହିଁ କେବେ କାହାକୁ !! ଚାହୁଁ ଚାହୁଁ ଦିନେ ଏ ଜୀବନ ଦୀପ ଲିଭିବ ନିଶ୍ଚୟ ଦିନେ ଭଲ କର୍ମ କରି ଆଖି ବୁଜି ଦେଲେ ଲୋକେ ରଖିଥିବେ ମନେ !!

By RATIKANTA NAYAK
 17


More oriya quote from RATIKANTA NAYAK
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments