None
Share with friends
କେତେ ବିଚିତ୍ର ଏ ଜୀବନ ! କେବେ ଧୂ ଧୂ ଖରା ତ କେବେ ସୁଶୀତଳ ଛାୟା ; କେବେ ମାୟା ମରିଚିକା ତ କେବେ ପୁଣ୍ୟତୋୟା ଗଙ୍ଗାର ଚିର ପ୍ରବହନ୍ତୀ ଧାରା |
ଧର୍ମ ଯାହାବି ହେଉ ପ୍ରଥମେ ଜଣେ ଭଲ ମଣିଷ ହେବାକୁ ପ୍ରୟାସ କର, କାହିଁକି ନା ହିସାବ କେବଳ ଆମ କର୍ମର ହେବ କୌଣସି ଧର୍ମର ନୁହଁ.. ଭଲ କର୍ମ ହିଁ ଜୀବନ ଯୁଦ୍ଧରେ ବିଜୟ ଆଣିଦେବ |