I'm Lizi and I love to read StoryMirror contents.
Share with friends
ତମେ ଯେତେ ଭଲ ବି କରିନିଅ ଏ ମାନବ ଜାତିର ଏ ଜୀବ ଜଗତ କିନ୍ତୁ ଏ ସ୍ଵାର୍ଥପର ମାନବ ଜାତି ନିଜ ଖୁସି ପାଇଁ ତମକୁ ବଳି ଦେବ
ସମ୍ପର୍କ ମାନେ ଏଠି ଖାଲି ଛଳନା ସମ୍ପର୍କ ନାମରେ ହୃଦୟ ସହିତ ଖେଳନ୍ତି ଖେଳନା ଏଠି କିଏ ନିଜର କିଏ ପର କିଛି ତପଡେନି ଜଣା