I'm Purnimarani and I love to read StoryMirror contents.
ବିରହର ଅଶ୍ରୁ ନୟନେ ଲୋଟୁଛି ସଂପର୍କ ଭିଡରେ ନିଜସ୍ୱକୁ ବଳି ଦେଇ ହୃଦଜଳା ପ୍ରେମର ସଳିତା, ବିନା ଅର୍ଘ୍ୟରେ ବି ହୁତୁ ହୁତୁ ଜଳୁଛି ଆହାଃ ! ସେ ଅନ୍ତଃଜଳା ଲୋତକ କି ଓଷ୍ଠ ପିଇ ପାରୁଛି।