Great lover of writings..
Share with friends
ଦ୍ରୋଣ ସାଜି ମାଗି ନେଲା ଯିଏ ଏ ହାତରୁ ଆଙ୍ଗୁଠି... ଆଜି ଖୋଜୁଅଛି ମୋ ହାତଲେଖା କୃତଜ୍ଞତା ଚିଠି।। ଅଦିନିଆ ବରଷା ପରି ମୋ ସହରେ ଯାଏ ସେ ବରଷି.. ଥରେ ବି ସେ ବୁଝିଲାନି ଏ ମାଟିର ହୃଦୟ କାହାଣୀ ।।