subrat kumar jena
Literary Colonel
AUTHOR OF THE YEAR 2019 - NOMINEE

253
Posts
156
Followers
1
Following

I am a nature lover and I love my village so much,I want to try writing that comes from my heart,and I love to spend my life in silent places(ସବୁବେଳେ ମୁଁ ଶୋଇ ରହିଥିବା ଅନ୍ତରାତ୍ମା ର ସ୍ୱର କୁ ଶୁଣିବାକୁ ଚେଷ୍ଟାକରି ଥାଏ)

Share with friends

ନିଜକୁ ଖୋଜେ ମୁଁ ସର୍ବଦା ଏଠି ସେଠି, କେବେ ମୋତେ ପାଏ ନାହିଁ ଖୋଜି। ଅନ୍ଧାର ଆଲୁଅରେ ବାଟବଣା ହୋଇ, ମୁଁ ନିଜକୁ ନିଜଠି କେବେଠୁ ଜାଇଛି ହଜି। ପପୁ💐💐💐

ପ୍ରୀତି ପର୍ଣ୍ଣା ତୁମ ପ୍ରୀତି ସାଗରରେ ମୁଁ ଗୋଟେ ଭାସନ୍ତା ନାଆ ଭାସି ଭାସି ମୁଁ ଖୋଜି ଚାଲୁଥାଏ ପରିଚୟ ମୋର କିଏ ଆଣି ଦେବ ଆହା *ପପୁ ହୃଦୟର ଦି ପଦ କଥା*

ରାତ୍ରିର ବୟସ ଅଳସ ଭାଙ୍ଗୁଛି ସପନ ଡାକେ ହାତ ଠାରି ଆଖି ପତା ମୋର ଖୋଲି ହୁଏ ନାହିଁ ସପନରେ ଆସି କିଏ ବାନ୍ଧେ ପ୍ରେମ ଡୋରି *ପପୁ ହୃଦୟର ଦି ପଦ କଥା*


Feed

Library

Write

Notification
Profile