Sonita Panda
Literary Lieutenant
9
Posts
0
Followers
0
Following

I'm Sonita and I love to read StoryMirror contents.

Share with friends
Earned badges
See all

ନଦୀ ଯେପରି ତା'ର ଗତିପଥ ବଦଳାଇଥାଏ ଠିକ୍ ସେହିପରି ସମୟ ସହିତ ନିୟମ ବଦଳିଥାଏ। ପ୍ରତ୍ୟେକ ବ୍ୟକ୍ତି ଏହି ସତ୍ୟ ସହ ଆଗକୁ ବଢିବା ଉଚିତ୍।

ନଦୀ ଯେପରି ତା'ର ଗତିପଥ ବଦଳାଇଥାଏ ଠିକ୍ ସେହିପରି ସମୟ ସହିତ ନିୟମ ବଦଳିଥାଏ। ପ୍ରତ୍ୟେକ ବ୍ୟକ୍ତି ଏହି ସତ୍ୟ ସହ ଆଗକୁ ବଢିବା ଉଚିତ୍।

ଯାହା ମାନିବାକୁ ହୋଇଥାଏ ତାହା ସତ୍ୟ ହୋଇନଥାଏ। କେବଳ ଆଭାଷ ହୋଇଥାଏ। ଯେପରି-ଛାଇ। ଏହି ଛାଇ ପ୍ରକାଶର ବିରୋଧାଭାଷ ହୋଇଥାଏ।

ଯେଉଁ ପ୍ରତିଶୋଧକୁ ସମାଜର ସମ୍ମତି ମିଳିଥାଏ,ତାହା ନ୍ୟାୟ ରେ ପରିଣତ ହୋଇଥାଏ।

ପ୍ରେମର ଅର୍ଥ ପାଇବା ନୁହେଁ। କାହାକୁ ଖୁସି ଦେବାରେ ପ୍ରେମର ସାର୍ଥକତା ହୋଇଥାଏ। ଅବଶ୍ୟ ତାହା କଷ୍ଟ ଦେଇଥାଏ, କିନ୍ତୁ ନ ପାଇବାର ଦୁଃଖ ହିଁ ଶାଶ୍ଵତ ପ୍ରେମ ଅଟେ। କଷ୍ଟରେ ମଧ୍ୟ ଭଲପାଇବାର ଆନନ୍ଦ ମନକୁ ଅଧିକ ମଜଭୁତ କରିଥାଏ।

ଯଥାର୍ଥ ଅର୍ଥରେ ବ୍ୟବହାର କଲେ ନୀରବତାରୁ ମଧ୍ୟ ଏକ ପ୍ରକାର ଅର୍ଥ ବାହାରିଥାଏ।

ପ୍ରେମର ଅର୍ଥ କେବଳ ପାଇବା ନୁହେଁ। କାହାକୁ ଖୁସି ଦେବାରେ ପ୍ରେମର ସାର୍ଥକତା ହୋଇଥାଏ। ଅବଶ୍ୟ ତାହା କଷ୍ଟ ଦେଇଥାଏ, କିନ୍ତୁ ନ ପାଇବାର ଦୁଃଖ ହିଁ ଶାଶ୍ଵତ ପ୍ରେମ ଅଟେ।କଷ୍ଟରେ ମଧ୍ୟ ଭଲ ପାଇବାର ଆନନ୍ଦ ମନକୁ ଅଧିକ ମଜଭୁତ କରିଥାଏ।


Feed

Library

Write

Notification
Profile