Badal Maharana
Literary Lieutenant
6
Posts
6
Followers
0
Following

I'm Badal and I love to read StoryMirror contents.

Share with friends
Earned badges
See all

ସଂଘର୍ଷମୟ ଏ ଜୀବନ ପଥରେ ହାର ମାନିବନି କେବେ ନିଜର ସ୍ଵରକୁ ଯଦି ପ୍ରକାଶି ପାରିଲ ଜଗତ ଜିଣିବ ସେବେ ॥ ବାଦଲ ମହାରଣା

ଆମେ ପିଲା ବେଳେ ପଢୁଥିଲେ ବା ଶୁଣୁଥିଲେ ଯେ ସ୍ନେହ ଓ ପ୍ରେମ ଦ୍ବାରା ହିଁ ସମ୍ପର୍କ ଗଢି ଉଠିଥାଏ । କିନ୍ତୁ ବୟସ ବଢିବା ସହ ଜଣାପଡିଗଲା ଯେ ସମ୍ପର୍କ କେବଳ ହିଁ କେବଳ "ସ୍ୱାର୍ଥ'' ଦ୍ବାରା ଗଢି ଉଠିଥାଏ । ଏବଂ ସ୍ଵାର୍ଥ ସରିଗଲେ ସମ୍ପର୍କ ବି ଆପେ ଆପେ ଭାଙ୍ଗିଯାଏ । ✍️ବାଦଲ ମହାରଣା


Feed

Library

Write

Notification
Profile