@sushree-prangya-mohapatra

Sushree prangya Mohapatra
Literary Lieutenant
8
Posts
0
Followers
1
Following

None

Share with friends
Earned badges
See all

ଦେଶର ସୈନିକ ପାଇଁ ଜେ ଆଜି ଦେଶ ଶାନ୍ତି ର ନିଦରେ ଶୋଇଛି ତାଙ୍କର ମହାନ ଦାନ ପାଇଁ ଆଜି ଦେଶ ଗର୍ବ ଜେ ଆଜି କରୁଛି ଦେଶ ଗର୍ବ ଜେ ଆଜି କରୁଛି

ଜ୍ଞାନୀ ଟିଏ ଯଦି ଚିହ୍ନଇ ଜ୍ଞାନ କୁ ବଣିଆ ଚିହ୍ନେ ତା ସୁନା ଗୁଣି ଟିଏ ଯଦି ଚିହ୍ନଇ ଗୁଣ କୁ ମମତା କୁ ଚିହ୍ନେ ମା

ସବୁ ସମ୍ପର୍କ ର ମୁଲ୍ୟ ଦେଖିଲେ ଅନୁଭବ ହୁଏ କିନ୍ତୁ ବାପା ମା ଙ୍କ ସମ୍ପର୍କ ନ ଦେଖିଲେ ବି ଅନୁଭବ ହୁଏ

ଗୋପବନ୍ଧୁ ତୁମେ ସେହି ମଣିଷ ଯାହାର ନିସ୍ୱାର୍ଥ ଭଲ ପାଇବା ଥିଲା ଦେଶ ପାଇଁ ଅମୃତ ଦାନ ପୁତ୍ର ଚିନ୍ତା ଛାଡ଼ି ଦେଶ ସ୍ୱାର୍ଥ ପାଇଁ ଘର କୁ ଛାଡି ଜେ ଦେଶ ପାଇଁ କାମ କଲ ଜେ ମହାନ

ପ୍ରତି ଆଶା ର ଶେଷ ନଥାଏ ପ୍ରତି ଭାବନା ର ଅନ୍ତ ନଥାଏ ଶେଷ କରିବା କୁ ପଡେ ସେହି ଆଶା କୁ ଅନ୍ତ କରିବାକୁ ପଡେ ସେହି ଭାବନା କୁ ଯେଉଁ ଆଶା, ଯେଉଁ ଭାବନା ରେ ବାସ୍ତବତା ହିଁ ନଥାଏ


Feed

Library

Write

Notification
Profile