ସଂସାର ବନରେ ଛୋଟିଆ ଫୁଲଟେ କେବେ ମୁଁ ପଡିବି ଝରି, ଝରିବା ଆଗରୁ ବାସ ଟିକକ ମୋ ଦେବାକୁ ଚାହେଁ ବିତରି....
Share with friends
ଶ୍ରାବଣ ହେ ତୁମ କୋହ ଝରା ଦେଖି ମୋ ଆଖି ବି ଯାଏ ଜକେଇ ବୁଝି ମୁଁ ପାରୁଛି ତୁମ ହୃଦ ବ୍ୟଥା ଛାତିରେ ବିଜୁଳି ଲୁଚାଇ..... 🌧🌧🌧🌧💕