Omprakash Biswal
Literary Captain
6
लेखन
28
फोल्लोवेर्स
8
फॉलोविंग

मित्रांशी सामायिक करा
Earned badges
See all

ଜୀବନ ସାଗରେ ଆସିଥିଲ ସାଥି ଜଳ ତରଙ୍ଗଟେ ହୋଇ, ସିକତା ରାଶିରେ ତୋଳିଲ ସଉଧ ସମ୍ପର୍କର ନାମ ଦେଇ ଇନ୍ଦ୍ରଧନୁ ରଙ୍ଗେ ରଂଜାଇଲ ସଖି ସୌଧ ଆମ ସେ ସୁନ୍ଦର, ସମୟର ଢେଉ ମାଡିତ ଆସିଲା ବିସ୍ତାରି କାୟା ତାହାର ସମ୍ପର୍କ ସଉଧ ଧୂଳିସାତ କଲା ଅଚାନକେ ଚାହୁଁ ଚାହୁଁ , ଛିଡିଗଲା ସବୁ ସମ୍ପର୍କର ଡୋରି ପାଏନା ତୁମକୁ ଆଉ

ମନ ସାଥେ ଯେବେ ମନ ମିଶିଗଲା ହୃଦୟରେ ମୋର ଚମକ ଲାଗିଲା ଦୁନିଆ କହିଲା ପ୍ରେମ ବୋଲି ସେତ ହଉ ହଉ ହେଇଗଲା...

ମଝି ଦରିଆ ର ବଣା ନାଉରି ମୁଁ.., ତୁ ମୋର ବତୀ ଘର.... ©️ଓମ୍ ପ୍ରକାଶ

କଲମ : କେବେ କେବେ ଅଙ୍ଗାର ଉଗାଳେ ପୁଣି କେବେ ଅମୃତ ର ବାରିଧାରା ସିଞ୍ଚେ ଧୂଳିରେ ମିଶାଏ କାରେ କାହା ଶିରେ ଶିରପା ପିନ୍ଧାଏ...


फीड

लाइब्रेरी

लिहा

सूचना
प्रोफाइल