@hygfxioc

Arati Sahoo
Literary Brigadier
AUTHOR OF THE YEAR 2020 - NOMINEE

79
Posts
198
Followers
2
Following

love people

Share with friends
Earned badges
See all

Submitted on 05 Feb, 2021 at 05:43 AM

କଣ୍ଟକପୂରିତ ଜୀବନ, ସମୟର ସୁଅରେ ଅପରେସନ ଟେବୁଲରେ ମରୁଥାଏ ଜୀବନଟିଏ । ଆଉ , ଜୀବନର ଅପେକ୍ଷାରେ ହୃଦୟର କୋଣଟିରେ ଜଳୁଥାଏ ଜୀବନଟିଏ । ଜୀବନର ଅଫସୋସ ଟିଏ , ଏହି କଣ୍ଟକପୂରିତ ଜୀବନ । ହଁ , ମୁଁ ଚିକିତ୍ସକ ।

Submitted on 14 Sep, 2019 at 11:34 AM

ମୁଁ କାନ୍ୟକୁବ୍ଜ ବ୍ରାହ୍ମଣ , ତେଣୁ ଦୟାକରି ମୋ ସହଯାତ୍ରୀର ଜାତି ଟିକେ ଦେଖିବେ । ମୋର ବିଚାରରେ ବର୍ତ୍ତମାନ ମଧ୍ୟ ରୁଢି଼ ରହିଛି ।କ୍ଷମା କରିବେ । ମାଉସୀ ଏହି ପ୍ଲେନର ପାଇଲଟ ଜଣେ ଓଡ଼ିଆ ଦଳିତ ଝିଅ । ଆପଣଙ୍କ ପାଇଁ ଏହା ମଧ୍ୟ ଅଯୋଗ୍ୟ । ରିସେପ୍ସନିଷ୍ଟ ଉତ୍ତର ଦେଲା ।

Submitted on 14 Sep, 2019 at 11:06 AM

କାଳ କାଳ ଧରି କାଳକୁ କଳୁଛ କାଳ ଅଟେ କାଳକୂଟ । କାଳକୁ କଳନା କରି କବଳିତ କରି ଲଭ କଳ୍ପବଟ । ଆରତୀ ସାହୁ

Submitted on 12 Sep, 2019 at 09:41 AM

ବାତ୍ସଲ୍ୟ ମମତା ମାଆର କର୍ତ୍ତବ୍ୟ ଅଧିକାର କର ଦାବି । ମାତୃସେବା ଯେବେ କର୍ତ୍ତବ୍ୟ ପାଲଟେ ଖୋଜ ବୃଦ୍ଧାଶ୍ରମ ଚାବି ।

Submitted on 12 Sep, 2019 at 09:32 AM

କେତେବେଳେ ଦେଖ ଆଖି ଝରୁଥାଏ କେତେବେଳେ ଝରେ ମେଘ । ମୋ ସନ୍ତପ୍ତ ହୃଦୟ ସଦା ଝରୁଥାଏ ହେବାକୁ ସହସ୍ର ଭାଗ ।

Submitted on 06 Jul, 2019 at 13:26 PM

ବୟସ ତ ଏକ ଅଦୃଶ୍ୟ ବନ୍ଧନୀ, ସେହି ବନ୍ଧନୀ ଭିତରେ ଜୀବନ । ବନ୍ଧନୀର ବନ୍ଧ ଥରେ ଭାଙ୍ଗିଗଲେ ପାଲଟିବ ସବୁ ସପନ ।


Feed

Library

Write

Notification
Profile