BISWESWAR MAJHI
Literary Brigadier
AUTHOR OF THE YEAR 2020,2021 - NOMINEE

457
Posts
291
Followers
2
Following

I'm BISWESWAR and I love to read StoryMirror contents.

Share with friends

ଅନେକ ସମସ୍ୟାର ସମାଧାନ ଯଥା ତିନି ତଲାକ, ରାମ ମନ୍ଦିର, ଧାରା ୩୭୦ ଏବଂ ଦୁଖ ଯଦା ଜିଏସଟି ସର୍ବ ନିମ୍ନ, ପ୍ରିୟଙ୍କା ରେଡି ଗଣ ବଳାତ୍କାର ଓ ହତ୍ୟା ଇତ୍ୟାଦି କୁ ନେଇ ଚୀର ସ୍କରଣୀୟ ବର୍ଷଟିଏ ୨୦୧୯ ।

ଧନ ଜନ ମାନ ପ୍ରତିଷ୍ଠା ପ୍ରତିପତ୍ତି ସବୁ ଥାଇ ଶାନ୍ତି ନଥିଲେ ଜୀବନ ନିରର୍ଥକ । ଅପର ପକ୍ଷରେ କିଛି ନଥାଇ ବି ଯିଏ ଶାନ୍ତି ରେ ଅଛନ୍ତି, ତାଙ୍କୁ ଆଉ କ'ଣ ଲୋଡା । ପିଟିପିଟି ପରି ନିଜ ଶାନ୍ତି ପାଇଁ ଯଦି ଲାଂଜଟି ତ୍ୟାଗ କରିବାକୁ ପଡୁଛି, ବରଂ କରିବା ଉଚିତ୍।

ଗୀତାର ମହାନ ବାଣୀ, "କର୍ମ ଉପରେ ଆମର ଅଧିକାର, ଫଳ ନୁହେଁ " ଏକ ଦେବ ସତ୍ୟ। ଯେଉଁମାନେ ଭାଗ୍ୟବାଦୀ ହୋଇ କର୍ମକୁଣ୍ଠ ହୁଅନ୍ତି, ସେମାନେ ମନେ ରଖିବା ଉଚିତ୍ ଯେ ଭାଗ୍ୟରେଖାକୁ ବି ଫଳିବା ପାଇଁ କର୍ମ କରିବାକୁ ପଡେ ।

ଗୀତାର ମହାନ ବାଣୀ, "କର୍ମ ଉପରେ ଆମର ଅଧିକାର, ଫଳ ନୁହେଁ " ଏକ ଦେବ ସତ୍ୟ। ଯେଉଁମାନେ ଭାଗ୍ୟବାଦୀ ହୋଇ କର୍ମକୁଣ୍ଠ ହୁଅନ୍ତି, ସେମାନେ ମନେ ରଖିବା ଉଚିତ୍ ଯେ ଭାଗ୍ୟରେଖାକୁ ବି ଫଳିବା ପାଇଁ କର୍ମ କରିବାକୁ ପଡେ ।

ଜୀବନର କିଛି ଅର୍ଥ ନ ଥାଏ, ଅର୍ଥପୂର୍ଣ୍ଣ କରିବାକୁ ପଡେ । ମରଣ ନିଶ୍ଚିତ, ସମୟରେ ଅନିଶ୍ଚିତ, ତା ପୂର୍ବରୁ ଜୀବନକୁ ସାର୍ଥକ କରିବାକୁ ପଡିବ । ଗଲାବେଳେ ଧନ ଜନ ମାନ ପ୍ରତିପତ୍ତି କିଛି ସାଂଗରେ ଯାଏ ନାହିଁ , କେବଳ ନାମଟିଏ ଛାଡି ଯିବାକୁ ହୁଏ, ଅମର କରି ।

Amazed at the cohesion in my family n micro family. Want to advise them to continue like this#

ସଂସାରକୁ ସଂସ୍କାର କରିବାକୁ ଯାଇ ନିଜେ ହଜିଯିବା ଅପେକ୍ଷା ନିଜକୁ ସଂସ୍କାରିତ କରି ସଂସାର ଆଗରେ ରଖିଲେ ପୁଷ୍କରିଣୀରେ କ୍ଷୁଦ୍ର ଜଳ ଭଉଁରୀ ପରି ଧୀରେ ଧୀରେ ତାହାର ପରିଧି ବଢି ଚାଲିବ ।

ସଂସାରକୁ ସଂସ୍କାର କରିବାକୁ ଯାଇ ନିଜେ ହଜିଯିବା ଅପେକ୍ଷା ନିଜକୁ ସଂସ୍କାରିତ କରି ସଂସାର ଆଗରେ ରଖିଲେ ସଂସ୍କାର ପର୍ବ ଆରମ୍ଭ ହେଲା । ପୁଷ୍କରଣୀରେ କ୍ଷୁଦ୍ର ଜଳ ଭଉଁରୀ ପରି ଧୀରେ ଧୀରେ ତାହାର ବୃତ୍ତ ବଢି ଚାଲିବ । କଥାରେ ନକହି ନିଜେ ରୋଲ୍ ମଡେଲ୍ ହେବାକୁ ପଡିବ। ଉଚ୍ଚାରଣ ନୁହେଁ ଆଚରଣ ହିଁ ଲୋଡା ।


Feed

Library

Write

Notification
Profile