@parambrahma-tripathy

Parambrahma Tripathy
Literary Colonel
8
Posts
77
Followers
2
Following

ଦଲକାଏ ଅଦିନ ଚଇତି ଯିଏ ନିମକୁ ଚନ୍ଦନ କରେ, ଆଉ ତା ପାଇଁ କ୍ରେଡିଟ ବି ନିଏନି। ଗୁଡ଼ାଏ ପଢେ, ଫିଲିମ ଦେଖେ, ପିଏ, ବଞ୍ଚେ।

Share with friends
Earned badges
See all

ଟୋପାଏ ଲୁହ ମୋ ଆଖିର କଣରେ ସେତିକି ସମ୍ପତ୍ତି ମୋର ଯେବେ ସେ ଝରିବ ସେବେ ହିଁ ସରିବ ମୋ ଭିତରୁ ମୋ ସ୍ୱର

ତୁମ ଯିବା ବାଟେ ମୋ ଘର ପଡିବ ଲିଭି ନାହିଁ ଯେଣୁ ମନୁ ଥରୁଟେ ଆସିନ ବାପଘର ପ୍ରିୟା ବାହା ହେଇଯିବା ଦିନୁ


Feed

Library

Write

Notification
Profile