Yagnaseni Panda
Literary Lieutenant
10
Posts
0
Followers
0
Following

A creative writer who loves to present the fact of society through the poem, essay and poem.

Share with friends

ଦୁଃଖରେ ଥିଲେ ବି ହସିବାକୁ ହୁଏ ଏଇତ ଆମରି ଜୀବନ ସଂସାର ଭିତରେ ରହି ଥିଲେ ପରା ସହିବାକୁ ହୁଏ କଷଣ।

-----------ସ୍ମୃତି------- କହିବାର ଚେଷ୍ଟା କରିଥିଲି ବହୁ ନବୁଝିଲ ତୁମେ ଉଦେଶ୍ୟ ଉପହାସ କଲ ସବୁ ସ୍ମୃତି କୁ ଯେ ହରାଇଲ ଯେବେ ବିଶ୍ୱାସ। ଏବେବି ସାଇତି ରଖିଛି ସ୍ମୃତିକୁ କାହା ପାଇଁ ସେ ତ ଜାଣେନା ସମୟ ପ୍ରବାହେ ଜାଣି ଯିବ ଯେବେ ପ୍ରକାଶିଵ ତୁମେ ବେଦନା।। ଯାଜ୍ଞସେନୀ ପଣ୍ଡା,ବାଙ୍ଗାଲୋର, କର୍ଣ୍ଣାଟକ


Feed

Library

Write

Notification
Profile