@akankshyamayee-dash

Akankshyamayee Dash
Literary Captain
AUTHOR OF THE YEAR 2021 - NOMINEE

78
Posts
2
Followers
2
Following

ମୋତେ ଛୋଟ ବେଳଠୁ ହିଁ କବିତା ଲେଖିବାକୁ ବହୁତ ଭଲ ଲାଗେ ।।

Share with friends

ମା ର ଆସନ ବାପା ନେବେ ନାହିଁ , ବାପା ର ଆସନ ମା ଦୁହିଁଙ୍କର ଅଟେ ସ୍ଵତନ୍ତ୍ର ଆସନ ଚଳନ୍ତି ଠାକୁର ଆହା ।।

तुम हकीकत नहीं हो हसरत हो जो मिले खूब में बही दौलत हो , किस लिए देखती हो आइना तुम तो खुदा से वी ज्यादा खूब सूरत हो ।।

ସଫଳତା ପାଇବାକୁ ହେଲେ ସବୁ ବେଳେ ଏକା ଆଗକୁ ବଢ଼ି ବା କୁ ହୁଏ , ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଚ୍ଚ ରେ ଆସିବେ ।।

ଆତ୍ମ ବିଶ୍ୱାସ ପ୍ୟାକେଟ ରେ ପଇସା ନ ଥାଉ ଆତ୍ମ ସମ୍ବାନ ଥିବା ଜରୁରୀ ମୁଣ୍ଡ ରେ ବୁଦ୍ଧି ନ ଥାଉ ବିବେକ ଥିବା ଜରୁରୀ ଜ୍ଞାନୀ ହୋଇ ନ ଥାଅ ଦାନି ହେବା ଜରୁରୀ ବଡ଼ ଲୋକ ହୋଇ ନ ଥାଅ ହୃଦୟ ବଡ଼ ହେବା ଜରୁରୀ କେବଳ ମଣିଷ ହେଲେ ହେବନି ସୁନ୍ଦର ମାନସିକତା ରହିବା ଜରୁରୀ ।।

ଜୀବନ ଜୀବନ ରେ ଯେଉ ଲୋକ ମାନେ ଆପଣକଂ ଠାରୁ ଦୂରେଇ ଇ ବାକୁ ଚାହାନ୍ତି , ପ୍ରଥମେ ଆପଣ କୁ କୌଣସି ଏକ ମାଧ୍ୟମ ରେ ଦୋଷୀ କରି ଦିଅନ୍ତି , ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି ।।

ସ୍ବାର୍ଥ ପର ମଣିଷ ର ପ୍ରକୃତି ଏମିତି ଯେବେ ସ୍ବାର୍ଥ ସରି ଯାଏ ,ସେ ତୁମ ଠାରୁ ଦୂରେଇ ଯାଏ, ଯେମିତି ବର୍ଷା ଶେଷ ହୋଇ ଗଲେ ଛତା ଅଦରକାରୀ ହୋଇ ଯାଏ ଠିକ ସେହି ପରି ମଣିଷ ମଧ୍ୟ ସେମିତି ....

ସାପ ର ବିଷ ତା ଦାନ୍ତ ରେ ଥାଏ ମାଛି ର ବିଷ ତା ମସ୍ତକ ରେ ଥାଏ ବିଚ୍ଚା ର ବିଷ ଲ।ଙ୍ଗୁଡ଼। ରେ ଥାଏ କିନ୍ତୁ ଦୁର୍ଜନ ର ବିଷ ତା ସର୍ବାଙ୍ଗ ରେ ଥାଏ ।।

"ପାଦ ରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବେ ଚାଲିବା ଶିଖି ଯାଏ କିନ୍ତୁ ଯେବେ ହୃଦୟ ରେ ଆଘାତ ଲାଗେ ମଣିଷ ବଞ୍ଚିବା ଶିଖି ଯାଏ ।।"


Feed

Library

Write

Notification
Profile