I'm puspalata and I love to read StoryMirror contents.
Share with friends
ଜୀବନ ରେ ପରିଧି ପର୍ଯ୍ୟାପ୍ତ ନିରୋଳାରେ ନିରେଖୁଥିଲି ମୁଁ ଅନ୍ତୁଡିରୁ ଜୁଇ ପରିଯନ୍ତେ ସମହର ସମୁହ ସୀମିତ କାଳେ ପୁଣି ଲୋଡିଲି ବିସ୍ତୃତ ଭାବାନ୍ତର ବି ଅସମାହିତ ଆଦ୍ୟ ଯାଇ ପ୍ରାନ୍ତକୁ ଛୁଇଁଲା ଦୁଇ ପାର୍ଶ୍ଵେ ଦୁଇ ନିଆଁ ଥିଲା ।

ଅତୀତ ଟା ଯାଇଛି ସେ ତାର ପଥ ବାହି ଭବିଷ୍ୟତ ରହିଅଛି କେତେ ଦୂରେ ଯାଇ। ବର୍ତ୍ତମାନ ଟାକୁ ନେଇ ଭାବନା ମୋ କେତେ, ଅବଧି ସରିଛି ସ୍ୱପ୍ନ ଦେଖିବି କେମନ୍ତେ ।