Sagar is a noted author, television anchor, and astronautics expert. He is the recipient of the World Environment Day Hero award by the United Nations, the Rotary International Literature Award, the Governor's Award (Odisha), the StoryMirror Author of the Year 2019 and the Most Admired Writer... Read more
Share with friendsମାଧ୍ୟାକର୍ଷଣ ର ଆକର୍ଷଣବି ଯାହା ସ୍ନେହ ଆଗରେ ଫିକା, ଯିଏ ତାର ସନ୍ତାନକୁ ଦଣ୍ଡେ ନଦେଖିଲେ ପ୍ରକୃତିର କରାଳ ତାଣ୍ଡବଠୁ ଅଧିକ ଉଗ୍ରମୁଖା । ଯାହା ଆଗରେ ମହାକାଳ ବି ଖାଲି ହାତ, ସେ ମୋ ବୋଉର ପଣତ।
କଳ୍ପନା ଠାରୁ ତୁମେ କେତେଯେ ସୁନ୍ଦର, ବର୍ଣ୍ଣନା ପାଇଁ ମୋପାସେ ନାହିଁ ଅଳଙ୍କାର। ସଫଳତା କରୁ ସଦା ତୁମ ଚରଣକୁ ସ୍ପର୍ଶ, ପୁରତ ହେଉ ତୁମ ସର୍ବ ଅଭିଳାଷ।
Kya paya hai jo khone ko dil darta hai, Akela hun soch ne se ankh kyun bharta hai, Marna to ek din sabko hai, Phir bi insaan marne se humesha kyun darta hai.
Sometimes, you just have to play the role of a fool to fool the fool who thinks they are fooling you.