@gjmfbnhc

Ashis Kumar Swain
Literary Captain
AUTHOR OF THE YEAR 2019 - NOMINEE

154
Posts
160
Followers
0
Following

I'm Ashis Kumar and I love to read StoryMirror contents.

Share with friends
Earned badges
See all

Submitted on 14 Feb, 2020 at 08:55 AM

ବାପା ମାଆ ଠାରୁ ବଡ ଠାକୁର କେ ଏ ସୁନ୍ଦର ଜୀବ ଜଗତେ ନାହଁ ଭଲେଣ୍ଟାଇନ ଡେ ଖରାପ ନୁହଁଇ ସ୍ୱର୍ଗୀୟ ଅନାବିଳ ପ୍ରେମ ପାଇଁ ।। -: ଆଶିଷ କୁମାର ସ୍ୱାଇଁ :-

Submitted on 13 Feb, 2020 at 12:40 PM

ସନ୍ଧ୍ୟା ସମୟେ ଦୂରରୁ ଦେଖିଲି ବୃକ୍ଷେ ପ୍ରସ୍ଫୁଟିତ ଶୁଭ୍ର ଫୁଲ , ଆଶ୍ଚର୍ଯ୍ୟ ଫୁଲ ଶବ୍ଦ କରୁଅଛି ପାଖେ ଦେଖେ ଶୁଭ୍ର ବଗ ପଲ । -: ଆଶିଷ କୁମାର ସ୍ୱାଇଁ :-

Submitted on 11 Feb, 2020 at 16:32 PM

ଶଙ୍ଖ କ୍ଷେତ୍ର ବୋଲି ତ ପଡୁଅଛି ହୁରି ଶଙ୍ଖ ପରା ଶୁଭୁ ନାହିଁ ଉଣେଇସି ସତୁରି ମସିହା ପୂର୍ବରୁ ଶଙ୍ଖ ପ୍ରଥା ଥିଲା ରହି । -:ଆଶିଷ କୁମାର ସ୍ୱାଇଁ:-

Submitted on 31 Dec, 2019 at 16:39 PM

ଅତୀତକୁ ଭୁଲି ବର୍ତ୍ତମାନ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖିବା ହୃଦୟ ଇଛା ହେବା ସର୍ବାଦୌ ଗ୍ରହଣୀୟ । ଆଶିଷ କୁମାର ସ୍ବାଇଁ

Submitted on 30 Dec, 2019 at 16:22 PM

ନିଜର ଶକ୍ତି ସାହସ ଦୃଢ଼ ମନୋବଳ ହିଁ ସ୍ୱାସ୍ଥ୍ୟ । ଆଶିଷ କୁମାର ସ୍ବାଇଁ

Submitted on 29 Dec, 2019 at 15:47 PM

ସାହିତ୍ୟ ସୃଷ୍ଟିକରେ ମାନବ ହୃଦୟରେ ଆଶାର କୋଣାର୍କ । ଭାବୁକର ଭାବନା ଓ ମୁହଁରୁ ଝରି ଆସୁଥିବା ପ୍ରତିଟି ଶବ୍ଦ ପରିଚୟ ଦିଏ ସାହିତ୍ୟ । ଆଶିଷ କୁମାର ସ୍ବାଇଁ

Submitted on 28 Dec, 2019 at 12:39 PM

ଦୁଃଖ ହେଉ ଅବା ସୁଖ ର ମୁହୂର୍ତ୍ତ ମନେ ପଡିଗଲେ ହୃଦୟ ର ଗଭୀରତମ ପ୍ରଦେଶରେ ଶିହରଣ ସୃଷ୍ଟି କରେ ... ମହକି ଉଠେ କହିଦିଏ .... ଅନୁଭୂତି ଅନୁଭୂତି ଅନୁଭୂତି। ଆଶିଷ କୁମାର ସ୍ବାଇଁ

Submitted on 27 Dec, 2019 at 16:04 PM

"କ୍ରୋଧ ଠାରୁ ସଭିଏଁ ଦୂରରେ ରୁହନ୍ତୁ ଜୀବନକୁ ସରସ ସୁନ୍ଦର କରନ୍ତୁ ।" ଆଶିଷ କୁମାର ସ୍ବାଇଁ

Submitted on 26 Dec, 2019 at 13:06 PM

ଖରାପ୍ ଅଭ୍ୟାସ କୁ ଆମେ କରିବା ବର୍ଜନ ଭଲ ଅଭ୍ୟାସକୁ ଆପଣେଇ ନେବା ସଜ୍ଜନ । ଆଶିଷ କୁମାର ସ୍ବାଇଁ


Feed

Library

Write

Notification
Profile