Ashis Kumar Swain
Literary Captain
AUTHOR OF THE YEAR 2019 - NOMINEE

156
Posts
161
Followers
1
Following

I'm Ashis Kumar and I love to read StoryMirror contents.

Share with friends

ବାପା ମାଆ ଠାରୁ ବଡ ଠାକୁର କେ ଏ ସୁନ୍ଦର ଜୀବ ଜଗତେ ନାହଁ ଭଲେଣ୍ଟାଇନ ଡେ ଖରାପ ନୁହଁଇ ସ୍ୱର୍ଗୀୟ ଅନାବିଳ ପ୍ରେମ ପାଇଁ ।। -: ଆଶିଷ କୁମାର ସ୍ୱାଇଁ :-

ସନ୍ଧ୍ୟା ସମୟେ ଦୂରରୁ ଦେଖିଲି ବୃକ୍ଷେ ପ୍ରସ୍ଫୁଟିତ ଶୁଭ୍ର ଫୁଲ , ଆଶ୍ଚର୍ଯ୍ୟ ଫୁଲ ଶବ୍ଦ କରୁଅଛି ପାଖେ ଦେଖେ ଶୁଭ୍ର ବଗ ପଲ । -: ଆଶିଷ କୁମାର ସ୍ୱାଇଁ :-

ଶଙ୍ଖ କ୍ଷେତ୍ର ବୋଲି ତ ପଡୁଅଛି ହୁରି ଶଙ୍ଖ ପରା ଶୁଭୁ ନାହିଁ ଉଣେଇସି ସତୁରି ମସିହା ପୂର୍ବରୁ ଶଙ୍ଖ ପ୍ରଥା ଥିଲା ରହି । -:ଆଶିଷ କୁମାର ସ୍ୱାଇଁ:-

ଅତୀତକୁ ଭୁଲି ବର୍ତ୍ତମାନ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖିବା ହୃଦୟ ଇଛା ହେବା ସର୍ବାଦୌ ଗ୍ରହଣୀୟ । ଆଶିଷ କୁମାର ସ୍ବାଇଁ

ନିଜର ଶକ୍ତି ସାହସ ଦୃଢ଼ ମନୋବଳ ହିଁ ସ୍ୱାସ୍ଥ୍ୟ । ଆଶିଷ କୁମାର ସ୍ବାଇଁ

ସାହିତ୍ୟ ସୃଷ୍ଟିକରେ ମାନବ ହୃଦୟରେ ଆଶାର କୋଣାର୍କ । ଭାବୁକର ଭାବନା ଓ ମୁହଁରୁ ଝରି ଆସୁଥିବା ପ୍ରତିଟି ଶବ୍ଦ ପରିଚୟ ଦିଏ ସାହିତ୍ୟ । ଆଶିଷ କୁମାର ସ୍ବାଇଁ

ଦୁଃଖ ହେଉ ଅବା ସୁଖ ର ମୁହୂର୍ତ୍ତ ମନେ ପଡିଗଲେ ହୃଦୟ ର ଗଭୀରତମ ପ୍ରଦେଶରେ ଶିହରଣ ସୃଷ୍ଟି କରେ ... ମହକି ଉଠେ କହିଦିଏ .... ଅନୁଭୂତି ଅନୁଭୂତି ଅନୁଭୂତି। ଆଶିଷ କୁମାର ସ୍ବାଇଁ

"କ୍ରୋଧ ଠାରୁ ସଭିଏଁ ଦୂରରେ ରୁହନ୍ତୁ ଜୀବନକୁ ସରସ ସୁନ୍ଦର କରନ୍ତୁ ।" ଆଶିଷ କୁମାର ସ୍ବାଇଁ

ଖରାପ୍ ଅଭ୍ୟାସ କୁ ଆମେ କରିବା ବର୍ଜନ ଭଲ ଅଭ୍ୟାସକୁ ଆପଣେଇ ନେବା ସଜ୍ଜନ । ଆଶିଷ କୁମାର ସ୍ବାଇଁ


Feed

Library

Write

Notification
Profile