I'm Rajashree and I love to read StoryMirror contents.
Share with friends
ରାତି ଠିକଣା ଦେଇ ଯାଇଛି କହି ଯାଇଛି ଭେଟିବା ନଦୀ କୂଳରେ ଚାନ୍ଦ ସାକ୍ଷାତ ରେ ଡାକିଛି ତାରା ଅଭିନନ୍ଦନ କରୁଛି ପବନ ଗାଉଛି ଉଲ୍ଲାସ ରାଗିଣୀ
ସାଥି ,ମୁଁ ଫେରିଆସିଲି ଫଗୁଣର ଫରୁଆ ନେଇ ଶ୍ରାବଣ ମଖେଇ ଥିବା ଇନ୍ଦ୍ରଧନୁ ର ସପ୍ତରଙ୍ଗ ଧରି ବସନ୍ତ ଯାଚୁଥିବା ବଉଳ ଫୁଲ ର ମହକ ଛୁଇଁ ଚାଲି ଆସିଲି ତୋ ପାଖକୁ ବାଦଲ ର ଚାନ୍ଦୁଆ ଟାଣି