@saumyyrnyjn-naayyk

ସୌମ୍ୟରଞ୍ଜନ ନାୟକ
Literary Captain
40
Posts
0
Followers
0
Following

ପେଶା-🚊 ରେଳ ଚାଳନା ନିଶା - ✍️କଲମ ଚାଳନା

Share with friends

ଜାଣେନା ଇଶ୍ୱର ଅଛନ୍ତି କି ନାହିଁ ପ୍ରତିମାରେ ... ସେ ଇଶ୍ୱର ବିଜେ ସର୍ବଦା ପ୍ରତି ମା' ମମତାରେ ... @-ସୌମ୍ୟ-

ସ୍ୱାର୍ଥପର ଦୁନିଆରେ ବନ୍ଧୁ ଶବ୍ଦର ମୂଲ୍ୟ କିଛି ନାହିଁ.. ଟଙ୍କା ଏଠି କଥା କୁହେ ଆତ୍ମୀୟତା ବୋଲି କିଛି ନାହିଁ ।

ବନ୍ଧୁ ଅଟେ ସଦା ସିନ୍ଧୁ ଠାରୁ ବଡ଼ ବିଶାଳ ଯାହାର ହୃଦୟ... ସୁଖରେ ଦୁଃଖରେ ହାତ ଛାଡେ ନାହିଁ ଏହି ତାର ପରିଚୟ ... ✍️ସୌମ୍ୟ...

ଶିଶୁଟିଏ.. ସେ ଫୁଲ କଢ଼ିଟିଏ.. କଞ୍ଚାମାଟିର ପିଣ୍ଡୁଳାଟିଏ.. ନୂତନ ସମ୍ଭାବନାର ଉତ୍ସଟିଏ.. ପ୍ରକୃତିକୋଳରେ ଅଙ୍କୁରିତ ବୀଜଟିଏ.. ଦେଶ ମାତୃକାର ଉଜ୍ୱଳ ଭବିଷ୍ୟତଟିଏ.. ସରଳ କୋମଳମତି ଅନବରତ ସ୍ରୋତଟିଏ.. ପରିପକ୍ୱତା ମଲାଟ ପଛେ ଲୁଚିଥିବା ମହାଦ୍ରୁମଟିଏ... ✍️ସୌମ୍ୟ...

ଧୂପଟିଏ ମୁଁ ... ମନ୍ଦିରେ ମହକିଲେ ଝରାଏ ଲୋତକ ଇଶ୍ୱର ବିଶ୍ଵାସର ... ଶ୍ମଶାନେ ମହକିଲେ ଝରାଏ ଲୋତକ ଅନ୍ତିମ ନିଶ୍ଵାସର ... @-ସୌମ୍ୟ-

ଏସବୁ କ'ଣ ନୀତି ପ୍ରଗତିର ? ଏଥିରେ ହେବ କି ହେବ ଉନ୍ନତି ସମାଜର ?? ଯେଉଁଥିରେ ରାସ୍ତାକଡ ଗଛଟିଏ କଟେ ବାରମ୍ବାର !!! @-ସୌମ୍ୟ-


Feed

Library

Write

Notification
Profile