ନିଜ ଅଜସ୍ର ଶତୃ ଦେଖି ବିବ୍ରତ ହୁଅ ନାହିଁ ବା ଇର୍ଷା ହୁଅ ନାହିଁ, କାରଣ ସେଇ ଶତୃ ମାନେ ହିଁ ତମ ସଫଳ ତା ର ମୁଖ୍ୟ କାରଣ ସାଜିବେ
...... ଅଗସ୍ତି ନାଗ......
କାଲି ର୍ ଲାଗୀ ଆଜି ଯଦି
ନାଇଁ ହେବୁ ତୁଇ ସଜାଗ୍
କେନ୍ତେଇ ପାଏବୁ ସାଫୁଲ୍ ଜୀବନ୍
ଦେଖେଇ ବର୍ କଶ୍ ଆବାଜ୍ ।।
ଗୋଡ୍ ଘିଚି କରି ମାଡିଦେବେ ରେ
ମାନ୍'ବୁ ନାଇଁ ହାର୍
ଏକେଶ୍ଁ କଟିଁ ନିଘା ରଖିଥିବୁ
ଠିକ୍ ସମିୟାର୍ ଗାର୍ ।।
ଅଗସ୍ତି ନାଗ