Dhruba Mohanty
Literary Captain
10
Posts
6
Followers
0
Following

ଜଣେ କବି , ଗୀତିକାର ଓ ସମାଜସେବୀ

Share with friends

କାହିଁ କରୁ ଏତେ ଗର୍ବ ଅହଙ୍କାର କି ନେଇ ଯିବୁ ତୁ ବାବୁରେ ମଲା ପରେ ତୋତେ ଶବ ବୋଲି କହି ଛୁଇଁ ବେନି କେହି ସବୁରେ @ ଧ୍ରୁବ ଚରଣ ମହାନ୍ତି

ଅଫେରା ଅତୀତ ଅତୀତଟା ସିନା ଫେରିବନି ବାବୁ ବର୍ତ୍ତମାନ କର ଉଜ୍ଜ୍ୱଳ ଏ ଦୁଃଖ ସଂସାରେ ହସି ହସି ଏବେ କଟାଇବାକୁ ହେବ କାଳ କବି : ଧ୍ରୁବ ଚରଣ ମହାନ୍ତି

ମାନ ନ ମାନ - ୪୩ ........... ସରଳ ହେଉ ସର୍ବ ବଚନ ଦୁଃଖେ ନରହୁ କାହାରି ମନ ଖୁସିରେ କଟୁ ଏଠି ଜୀବନ ମାନ ନ ମାନ ଧ୍ରୁବ ବଚନ !!! କବି : ଧ୍ରୁବ ଚରଣ ମହାନ୍ତି

ମାନ ନ ମାନ -୪୪ ............. ରକ୍ତ ମାଂସରେ ଗଢା ଶରୀର ଯନ୍ତ୍ରଣା ନିଶ୍ଚେ ହେଲେ ପ୍ରହାର ବେଦନା ଲୁହେ ଭରେ ନୟନ ମାନ ନ ମାନ ଧ୍ରୁବ ବଚନ !!! କବି : ଧ୍ରୁବ ଚରଣ ମହାନ୍ତି

ମାନ ନ ମାନ -୪୬ ...... ଜ୍ଞାନ ବାଣ୍ଟିଲେ ଜ୍ଞାନ ଯେ ବଢେ ସମ୍ମାନ ଦେଲେ ପ୍ରଶଂସା ମାଡେ ତ୍ୟାଗଠୁ ବଳି ମହତ ଧନ ସଂସାରେ ନାହିଁ , ମାନ ନ ମାନ !!! କବି : ଧ୍ରୁବ ଚରଣ ମହାନ୍ତି

ଖୁସିର ଲହରୀ ଖେଳାଇ ଦେଇକି ଜୀବନ ହସୁଛି ବାଟରେ କିଏ ହାରି ଯାଏ , କିଏ ପୁଣି ଜିତେ , ଜୀବନର ଏହି ନାଟରେ !!! କବି : ଧ୍ରୁବ ଚରଣ ମହାନ୍ତି

ଧର୍ମ ବରିତୁ କର୍ମ କରିତୁ ଆଗେଇ ଯିବୁ ତୋ ଉପରେ ଆମ ଆଶିଷ କୋଟି ଉଡ଼ି ଯାରେ ପାରା ବହୁ ଦୂର ଆଜି ନୀଳ ଆକାଶର ନିଳୀମା କାଟି !!! କବି: ଧ୍ରୁବ ଚରଣ ମହାନ୍ତି

ମାଆ ,ଏ ହାତରେ ଦିନେ ଧରେଇ ଦେଇଥିଲୁ ସାଧା କାଗଜ ଓ ସାହି ଭରା କଲମ ଟିଏ । ଆଜି କେମିତି ବା ଭୁଲି ପାରିବି ଏତେ ସହଜରେ ସେଇ କଲମକୁ । ଯେଉଁ କଳମକୁ ମୁଁ ମୋ ନିଜର କରି ନେଇଛି ଏ ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ । ମୋ କଲମରୁ ଧ୍ରୁବ ଚରଣ ମହାନ୍ତି


Feed

Library

Write

Notification
Profile