ଜ୍ଞାନରଞ୍ଜନ ସାହୁ
Literary Captain
7
Posts
0
Followers
0
Following

I love to write story and poem

Share with friends
Earned badges
See all

ମୋ ଆଖିର ନିଦକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ରାତିଟିଏ କାହିଁ ?

ମୋ ଆଖିର ନିଦକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ରାତିଟିଏ କାହିଁ, ମୋ ମନର ସ୍ବପ୍ନକୁ ପୂରଣ କରିବା ପାଇଁ ଲମ୍ବା ନିଦଟିଏ କାହିଁ, ମୋ ତୃଷ୍ଣା ମେଣ୍ଟେଇବାକୁ ଅଳସୀ ଝରଣାଟିଏ କାହିଁ କୋଉଠି ଅଛି ଏବେବି ଖୋଜୁଛି ଜାଣିନି ମିଳିବ କି ନାହିଁ ସେ ଆଶାରେ ବଞ୍ଚିରହିଛି l


Feed

Library

Write

Notification
Profile