Sritam Mahanta

9
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

I'm Sritam and I love to read StoryMirror contents.

കൂട്ടുകാരുമായി പങ്കുവെക്കുക

ନା କାହାର ଜନ୍ମ ଥାଏ ନା କାହାର ମୃତ୍ୟୁ ଥାଏ। ମାଟିର ଏକ ଟୁକୁଡ଼ା ମାଟିରୁ ଉଠି "ମୁଁ - ମୁଁ" କୁହେ ଏବଂ ପୁଣି ମାଟିରେ ମିଶିଯାଏ। ମାଟିରୁ ଉଠି ପୁଣି ମାଟିରେ ମିଶିବାର ଏଇ ଛୋଟ ପ୍ରକ୍ରିୟାକୁ "ମୁଁ" ଜୀବନର ନାମ ଦିଏ।

ମୋ ପାଖରୁ ତୁମେ କ'ଣ ଶୁଣିବାକୁ ଆସିଛ? ଯଦି ସତ ଶୁଣିବାକୁ ଆସିଛ ତେବେ ପିତା ଖାଇବାର ଅଭ୍ୟାସ କରି ଆସ। ନଚେତ୍ ପଛରେ ମୋ କଥା ପିତା ଲାଗିଲେ ଦୋଷ ଦେବନି।

ଗାଈକୁ ଆମେ ମାତା ବୋଲି କହିଥାଉ। କିନ୍ତୁ ଯଦି ଗାଈ ଜାଗାରେ ଆମର ଜନ୍ମିତ ମାଆ ଥାନ୍ତା ତେବେ କଣ ଗାଈର ଆମେ ଯେଉଁ ଦୁର୍ଦ୍ଦଶା କରିଛେ, ଆମ ମାଆ ସହ ସେଇ ଦୁର୍ଦ୍ଦଶା କରି ପାରିଥାନ୍ତେ? ଜୀବନ ସାରା ତା'ର ସ୍ତନରେ ଝୁଲି ରହିଥାନ୍ତେ?

ଆତଙ୍କବାଦ ଏକ ଚିନ୍ତାଧାରା ଅଟେ। ଯାହାକୁ ଶେଷ କରିବାକୁ ହେଲେ ଚିନ୍ତାଧାରାକୁ ବଦଳାଇଲା ଭଳି ପଦକ୍ଷପ ନେବାକୁ ପଡିବ ଯଥା: ସଠିକ୍ ଶିକ୍ଷାର ଭିତ୍ତିଭୂମି, ବିକୃତ ଧର୍ମର ଶୁଦ୍ଧି କରଣ, ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଇତ୍ୟାଦି।

ନିଜର ମାନ୍ୟତା, ପ୍ରଥା, ପରମ୍ପରା ଆଦିର ବ୍ୟସ୍ତତା ଭିତରେ ସମାଜରେ କାହାର ଗୋଟେ ଭୋ... ଭୋ... ଶବ୍ଦ ଶୁଭେ। ସେ ଶବ୍ଦ ଗୋଟେ କୁକୁରର ନୁହେଁ ବରଂ ଗୋଟେ ସମାଜ ସୁଧାରକର।

"ସ୍ୱାଧୀନତାର ଅର୍ଥ ଖୋଜି ସମୟ ନଷ୍ଟ କର ନାହିଁ । ନିଜ ବନ୍ଧନକୁ ଦେଖ । ଆଉ ତାକୁ ଭାଙ୍ଗୀ ଆଗକୁ ବଢ଼ ।"

ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ