Satyabrata sethi

3
Posts
0
Followers
1
Following

I'm Satyabrata and I love to read StoryMirror contents.

Share with friends

One Best Book is equal to Hundred Good Friends But one Good Friend is equal to a Library Satyabrata Sethi

ଜୀବନରେ ଥରେ କୈାଣସି ଝିଅ ପ୍ରେମରେ ନ ପଡ଼ିଲେ ଜୀବନରେ ଏକ ମହତ୍ତ୍ଵ ଉପଲବ୍ଧି ଅପୂର୍ଣ୍ଣ ରହିଯାଏ ଦେହ ମନ ହୃଦୟ ଦେଇ ଯେତେ ଭଲ ପାଇଲେ ବି ପତ୍ନୀ କେବେହେଲେ ପ୍ରେମିକାର ପ୍ରେମ ଦେଇପାରେ ନାହିଁ ସତ୍ୟବ୍ରତ ସେଠୀ

ଆଖିକୁ ଯେବେ ପଚାରିଲି ତୁ କାହିଁକି ବାରମ୍ବାର କାନ୍ଦୁଛୁ ଏ ସମାଜ ମତେ କଣ କହିବ,ଆଖି କହିଲା ମୁଁ କଣ କରିବି ଯେ ହୃଦୟ କାନ୍ଦିଲା ବେଳେ ଲୁହ ଆସି ଯାଉଛି ଆଖିକୁ ,ତୁମେ କଣ ଜାଣିନ ହିମାଳୟ ରେ ବରଫ ତରଳି ଲେ ଗଙ୍ଗା ରେ ପାଣି ଆସେ ବୋଲି ସତ୍ୟବ୍ରତ ସେଠୀ


Feed

Library

Write

Notification
Profile