@anjana-naik-anju-deogarh

Anjana Naik,Anju..Deogarh
Literary Brigadier
179
Posts
1
Followers
0
Following

ମୁଁ ଓଡ଼ିଶା ସରକାରଙ୍କର ଜଣେ କର୍ମଚ଼ାରୀ ।କର୍ମମୟ ତଥା ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲେଖିବା ହିଁ ସଉକ ରଖିଛି । ଲେଖନୀ ହିଁ ମୋ ଜୀବନକୁ ପରିପୂର୍ଣ୍ଣତା କରେ ।।

Share with friends

ପ୍ର=ଏମିତି ଚାରୋଟି କଣ ରହିଛି, ଯାହା ଭାଙ୍ଗି ଯାଆନ୍ତି, କିନ୍ତୁ ତାଙ୍କର ଟୁକୁଡ଼ା କାହାରିକୁ ଦିସନ୍ତି ନାହିଁ ? ଉ=ହୃଦୟ-ବଚନ- ସ୍ବପ୍ନ-ମୌନତ୍ବ

ପ୍ରଥମେ ମା.. ଯିଏ ଜୀବନରେ ଗୁରୁଙ୍କ ମହତ୍ବ କଣ ଶିଖେଇଲେ ,ଗୁରୁ ବିନା ଜୀବନ ଅର୍ଥ ହିନ,... ଦ୍ବିତୀୟରେ ଗୁରୁ... ଯିଏ ଜୀବନର ମହତ୍ବ ବିଷୟରେ ଶିଖେଇଲେ ...Thank you teacher......

ଗୋଟେ ନାରୀର ସମ୍ପର୍କ..... ବାପା..ମା.. ସେମାନେ ତାର ଆଦର୍ଶ ଭାଇ,ଭଉଣୀ... ବିଶ୍ବାସର ବନ୍ଧନ ସନ୍ତାନ..... ତାର ଭବିଷ୍ୟତର ସାହାରା ଉପାର୍ଜନର ଗଚ୍ଛିତ ପୁଞ୍ଜି... ସ୍ବାମୀ..... ତାର ପଥ ପ୍ରଦର୍ଶକ ଗନ୍ତବ୍ୟ ପଥର ସହଯାତ୍ରୀ !! ବନ୍ଧୁ......ସମୟର ମାଇଲ ଖୁଣ୍ଟ ଜୀବନର ପାଓ୍ବାର ପ୍ଲସ ଅନ୍ ଲିମିଟେଡ୍ ରିଚାର୍ଡ ଭେଲ୍ୟୁ ଫୁଲ ଟକ୍ ଟାଇମ୍......

ଭଲ ବେଳା ଚାଲି ଯିବା ପୂର୍ବରୁ କିଛି ଭଲ କର୍ମ କରିବା ଆଉ ଖରାପ ବେଳା ଆସିବା ପୂର୍ବରୁ ନିଜର ଭୁଲ ବୁଝି ପାରିବା ଉଚିତ୍ ।

ସମୟ ଆମକୁ ଅପେକ୍ଷା କରିବା ଶିଖାଏ ଆଉ ଆମେ ତାକୁ ଅଭିନୟ କରିବା ଶିଖେଇ ଥାଉ ।

ବିଶ୍ବାସ ଯେବେ ଶସ୍ତା ହୋଇଯାଏ, ବିଶ୍ବାସ ଘାତକ ବି ମାଳ ମାଳ ମିଳନ୍ତି

ପରିସ୍ଥିତି ସବୁବେଳେ ସମାନ ନଥାଏ, ପରିସ୍ଥିତି ସହିତ ଆମକୁ ହିଁ ସାଲିସ୍ କରି ଆଗକୁ ବଢ଼ିବାକୁ ପଡ଼ୁଛି ।।

ଜୀବନରେ ତ ଅନେକ ଶିକ୍ଷକଙ୍କ  ସାନ୍ନିଧ୍ୟ ଲାଭ କରିଛି ହେଲେ ଭୁଲି ପାରିନି ସେ ତିନିଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ।। ପ୍ରଥମ ଭୋକିଲା ପେଟ ଯିଏ ଖାଦ୍ୟ ସଂଗ୍ରହ କରିବା ପାଇଁ ବୁଦ୍ଧି ବିଦ୍ୟା ପ୍ରଦାନ କଲା, ବଞ୍ଚିବାର ରାହା ଶିଖେଇଲା । ଦ୍ବିତୀୟ ଖାଲି ପକେଟ ଯିଏ ପ୍ରତ୍ୟେକ ସୋପାନର ଆବଶ୍ୟକତା କୁ ଉଣା ଅଧିକେ ଉପେକ୍ଷା କରିବା ଶ୍ରେୟସ୍କର ବୋଲି ଶିଖେଇଲା ।। ଆଉ ତୃତୀୟ ହେଲା ଭଙ୍ଗା ହୃଦୟ ଯିଏ ସମ୍ପର୍କ/ବିଶ୍ବାସ ମଧ୍ୟରେ ଥିବା ସମନ୍ୱୟର ପରିଭାଷା ଶିଖେଇଥିଲା ।।


Feed

Library

Write

Notification
Profile