STORYMIRROR

ଜୀବନରେ ତ...

ଜୀବନରେ ତ ଅନେକ ଶିକ୍ଷକଙ୍କ  ସାନ୍ନିଧ୍ୟ ଲାଭ କରିଛି ହେଲେ ଭୁଲି ପାରିନି ସେ ତିନିଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ।। ପ୍ରଥମ ଭୋକିଲା ପେଟ ଯିଏ ଖାଦ୍ୟ ସଂଗ୍ରହ କରିବା ପାଇଁ ବୁଦ୍ଧି ବିଦ୍ୟା ପ୍ରଦାନ କଲା, ବଞ୍ଚିବାର ରାହା ଶିଖେଇଲା । ଦ୍ବିତୀୟ ଖାଲି ପକେଟ ଯିଏ ପ୍ରତ୍ୟେକ ସୋପାନର ଆବଶ୍ୟକତା କୁ ଉଣା ଅଧିକେ ଉପେକ୍ଷା କରିବା ଶ୍ରେୟସ୍କର ବୋଲି ଶିଖେଇଲା ।। ଆଉ ତୃତୀୟ ହେଲା ଭଙ୍ଗା ହୃଦୟ ଯିଏ ସମ୍ପର୍କ/ବିଶ୍ବାସ ମଧ୍ୟରେ ଥିବା ସମନ୍ୱୟର ପରିଭାଷା ଶିଖେଇଥିଲା ।।

By Anjana Naik,Deogarh
 20


More oriya quote from Anjana Naik,Deogarh
2 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments