Author
Share with friends
ସମସ୍ତ ଗୁରୁ ଗୁରୁମା ମାନଙ୍କ ଚରଣରେ ମୋର କୋଟି କୋଟି ଜୁହାର ଦୀର୍ଘାୟୁ ସୁଖ ଶାନ୍ତି ଯଶ ଖ୍ୟାତି ଦେଇ ମୋର ସମସ୍ତ ଗୁରୁଙ୍କୁ ଭଲରେ ରଖ ହେ ଠାକୁର ।
କାହା ସଫଳତା ଦେଖିକି କଦାପି କେବେ କରନ୍ତୁ ନାହିଁ ହିଂସା ଅକ୍ଳାନ୍ତ ପରିଶ୍ରମ କରନ୍ତୁ ତାଙ୍କ ଠାରୁ ଅଧିକ ପାଇବା ପାଇଁ ପ୍ରସଂଶା।
କାହା ସଫଳତା ଦେଖିକି କଦାପି କେବେ କରନ୍ତୁ ନାହିଁ ହିଂସା ଅକ୍ଳାନ୍ତ ପରିଶ୍ରମ କରନ୍ତୁ ତାଙ୍କ ଠାରୁ ଅଧିକ ପାଇବା ପାଇଁ ପ୍ରସଂଶା।
ମୋ ମାୟାରେ ଯଦି ଥରେ ପଡିବୁ ସବୁବେଳେ ଖାଲି ମତେ ଖୋଜିବୁ ଆହାର ନିଦ୍ରା ସବୁ ଭୁଲିବୁ ମୋହରି ପାଶେ ଶରଣ ଯିବୁ । ଜୟ ଜଗନ୍ନାଥ🙏🙏🙏
କଳା ଶ୍ରୀମୁଖ ଗୋଟିକ ରତନ ବେଦିରୁ ମନ ମୋହୁଅଛି ଜଗତଜନର ସଂଗରେ ବସାଇ ଭାଇ ଭଉଣୀ ସଂସାର ନାଟକୁ ଅପଲକ ନେତ୍ରେ ଦେଖି ହସୁଅଛି ମୁରୁକି ମୁରୁକି ।। ହାତ ଟେକି ଭକ୍ତ ତୋ ଶିରି ଛାମୁ ରେ ଢାଳେ ନୀତି ଅଶ୍ରୁ ବାରୀ, ହୀରା ନୀଳା ମୁକ୍ତା ଦିଶଇ ଅଂଗାର କଳା ମୁୁଖ କଳା ସୁନ୍ଦର।।
ବନ୍ଧୁ ବାନ୍ଧବ ଅପେକ୍ଷା ସାହି ପଡୋଶୀ ଅଧିକ ସାହା ଭରସା ହେବେ ବିପଦ ଆପଦ ରେ ମଧୁର ସମ୍ପର୍କ ରଖି ସଦା ସର୍ବଦା ଚଳିବେ ସେମାନଙ୍କ ସାଙ୍ଗରେ I