Pritisima Swain
Literary Captain
34
ପୋଷ୍ଟସ୍
3
ଅନୁସରଣକାରୀ
0
ଅନୁସରଣ କରୁଛନ୍ତି

ଯେତେବେଳେ ହଜିବାକୁ ଚାହେଁ ଗଳ୍ପ, କବିତାରେ ହଜେ, ମୋ ଭିଜାପଣ ମୋ ଠାରୁ ଉତୁରି ମୋ ଲେଖାରେ ନେଶି ହେଇ ଯାଆନ୍ତି । ଭାବନାକୁ ପୁଞ୍ଜିକରି ବଞ୍ଚେ । ସ୍ମୃତି ଆଉ ଶବ୍ଦ ଉଭୟଙ୍କୁ ସାଉଁଟି ମୁଣିରେ ସାଇତି ନିଏ ।

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

"चाहे खुशी मिले या गम जिंदगी बढ़ती रहेगी कदम कदम....."

ପାପକୁ ଘୃଣାକର, ପାପିକୁ ନୁହେଁ । ମଦକୁ ଦୁରାଅ ମଦୁଆକୁ ନୁହେଁ । _ପ୍ରୀ

ଜହ୍ନ କାଲି ଲୁଚକାଳି ଖେଳୁଥିଲା ପାହାଡ଼ ଉହାଡ଼ରେ ଗଛ ସଂଧିରୁ, ସହଚରୀ ସବୁ ତୋଫା ଆଲୋକରେ ହଜିଯାଇଥିଲେ ପୂର୍ବ କୋଣରୁ ମେଘ ତାକୁ ଖୋଜୁଥିଲା..... _ପ୍ରୀ

ରେ ମନ.... କେତେ ତୁ ହାରିବୁ କେତେ ତୁ ଭାଙ୍ଗିବୁ କେତେ ତୁ ଲୋଡ଼ିବୁ ତୋ ହାରିବାକୁ କିଏ ପଚାରେ ତୋ ଲୋଡିବାକୁ କିଏ ଖୁସିପାଏ ତୋ ଭାଙ୍ଗିବାକୁ କିଏ ଧରିରଖେ??? ତେବେ କାହିଁକି??? _ପ୍ରୀ

ଦୂର ପାହାଡ଼ ସୁନ୍ଦର ଭଳି , ସଫଳ ବ୍ୟକ୍ତିର ସଫଳତାକୁ ସମସ୍ତେ ଦେଖିପାରନ୍ତି....କିନ୍ତୁ ତା' ଜୀବନର ବାସ୍ତବ କାହାଣୀ କେହି ଦେଖନ୍ତିନି.... _ପ୍ରୀ

ବେଳେ ବେଳେ ମଣିଷ ନିଜ ଠାରୁ ବେଶୀ ଅନ୍ୟକୁ ଗୁରୁତ୍ବ ଦିଏ, କିନ୍ତୁ ସେ ବୁଝେନି ସ୍ୱାର୍ଥପର ମଣିଷ ସ୍ୱାର୍ଥ ପାଇଁ କାହାକୁ ବି ଛାଡ଼ିପାରେ । ସେଥିପାଇଁ ପ୍ରଥମେ ନିଜକୁ ଗୁରୁତ୍ବ ଦିଅ । _ପ୍ରୀ

#सीधी बात जिसको जो सोचना है सोचे मुझे कोई फरक नहीं पड़ती मुझे जो सही लगती है मैं बही करती हूं। कुछ लोग अपने अहंकार के बजेसे ऐसे नीचे गिरते हैं, कोई उन्हें उठा नहीं सकता...गिरना है तो बारिश के बूंदो की तरह गिरो ताकि अपनी गिरने में फक्र करसको ।। _प्री

ଜୀବନର ବାସ୍ତବ ରୂପ ମୃତ୍ୟୁ,, ଆମେ ସମସ୍ତେ ମରିବା ପାଇଁ ଜନ୍ମ ନେଇଥାନ୍ତି । ବାସ୍ ଜୀବନରୁ ମୃତ୍ୟୁ ମଧ୍ୟରେ ଯେଉଁ କିଛି ସମୟ ମିଳେ ସେଥିରେ ଏମିତି କିଛି କରିବା ଉଚିତ୍ ଯାହାଦ୍ଵାରା ଆମ ଶରୀରର ମୃତ୍ୟୁ ଅବଶ୍ୟ ହେବ କିନ୍ତୁ ଆମ ନାଁ ଚିରକାଳ ପାଇଁ ଜୀବନ୍ତ ହୋଇ ରହିବ । _ପ୍ରୀ

ବିଶ୍ଵାସର ମାପକାଠି ଯେବେ ଟଳମଳ ହୁଏ, ଜୀବନ ଜ୍ୟୋତି ଟିକକ ଅଚାନକ ଲିଭିବା ଅପେକ୍ଷାରେ ଥାଏ । _ପ୍ରୀ


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍