STORYMIRROR

ଜୀବନର...

“ ଜୀବନର ବାସ୍ତବ ରୂପ ମୃତ୍ୟୁ,, ଆମେ ସମସ୍ତେ ମରିବା ପାଇଁ ଜନ୍ମ ନେଇଥାନ୍ତି । ବାସ୍ ଜୀବନରୁ ମୃତ୍ୟୁ ମଧ୍ୟରେ ଯେଉଁ କିଛି ସମୟ ମିଳେ ସେଥିରେ ଏମିତି କିଛି କରିବା ଉଚିତ୍ ଯାହାଦ୍ଵାରା ଆମ ଶରୀରର ମୃତ୍ୟୁ ଅବଶ୍ୟ ହେବ କିନ୍ତୁ ଆମ ନାଁ ଚିରକାଳ ପାଇଁ ଜୀବନ୍ତ ହୋଇ ରହିବ । _ପ୍ରୀ ”

By Pritisima Swain
 348


More oriya quote from Pritisima Swain
13 Likes   0 Comments
23 Likes   0 Comments
13 Likes   0 Comments
22 Likes   0 Comments
25 Likes   0 Comments