Gautam Das
Literary Colonel
42
Posts
9
Followers
5
Following

ଗୌତମ ଦାସ, ଯୁବ ଆଇନଜୀବୀ, ଓଡିଶା ପ୍ରତି ଓ ଓଡିଆ ପ୍ରୀତିରେ ସମର୍ପିତ, କାର୍ଯ୍ୟରତ ଏବଂ ଉତ୍ସର୍ଗୀକୃତ 💐💐💐🙏🙏

Share with friends
Earned badges
See all

ତୁମ ଟୋପି ଘଡି ଚଷମା ଓ ବାଡି ଚରଖା କଠଉ ସବୁ ଗଲ ଛାଡି ତୁମ ଦେହ ମାଂସ ରକ୍ତ ହାଡ କାଢି ଦେଶ ଏକତାରେ ସବୁ ଦେଲ ବାଢି ତୁମ ଜୀବନ ହିଁ ତୁମରି ବାରତା କାଳଜୟୀ ହୋଇ ରହିବ ଏ ଗାଥା

ପରମାୟୁ ପରମାତ୍ମାଂକ ହାତେ ନିମିତ୍ତ ମଣିଷ ଜୀବନ ସତେ

ରୋଗ ସୁଖ ଦୁଃଖଭରା ସଂସାର ଜରା ଜନ୍ମ ମୃତ୍ୟୁ ସତ୍ୟ ସ୍ଥବିର

ସ୍ୱାଧିନତା ନୁହେଁ ପିତୃ ସମ୍ପତ୍ତି ବଂଚାଏ ସତତ ଜନ ଜାଗୃତି


Feed

Library

Write

Notification
Profile