Usharani Sahoo
Literary Brigadier
142
Posts
112
Followers
0
Following

I'm Usharani and I love to read StoryMirror contents.

Share with friends
Earned badges
See all

ଓଷା ଉପବାସ କରୁଥିଵି ନିତି ଓଠେ ତୁମ୍ଭ ନାମ ଧରି ଓତପ୍ରୋତ ତୁମେ ସର୍ବତ୍ର ବିଦିତ ଓଳିକି କରେ ଶ୍ରୀହରି। ******************** ଉଷାରାଣୀ ସାହୁ

ଐଶ୍ୱର୍ଯ୍ୟ ସମ୍ପଦ ଲୋଡ଼ା ନାହିଁ ପ୍ରଭୁ ଐଶିକ ଜ୍ଞାନ ମୋ ରହୁ ଐଶ୍ୱର ମହିମା ଐକାନ୍ତିକ ପାଇଁ ଐକାଗ୍ର୍ୟ ହୃଦୟେ ଥାଉ। ଉଷାରାଣୀ ସାହୁ।

ଏହି ମୋର ମନ ଏ ଶରୀର ପ୍ରାଣ ଏ ସଵୁ ତୁମରି ଦାନ ଏ ପିଣ୍ଡରେ ମୋର ପ୍ରାଣ ଥିବା ଯାଏଁ ଏକାଗ୍ରତେ ରହୁ ଧ୍ୟାନ ଏତିକି ଯେ ଅଳି କରୁଛି ଗୁହାରି ଏତିକି ମାଗୁଣି ମୋର ଏ ଭଵସାଗରୁ କରିଦିଅ ପାରି ଏହି ଆଶା ପୂର୍ଣ୍ଣ କର। *********************** ଉଷାରାଣୀ ସାହୁ

Feed

Library

Write

Notification
Profile