STORYMIRROR
ଏହି ମୋର ମନ ଏ...
ଏହି ମୋର ମନ ଏ...
ଏହି ମୋର ମନ...
“
ଏହି ମୋର ମନ ଏ ଶରୀର ପ୍ରାଣ
ଏ ସଵୁ ତୁମରି ଦାନ
ଏ ପିଣ୍ଡରେ ମୋର ପ୍ରାଣ ଥିବା ଯାଏଁ
ଏକାଗ୍ରତେ ରହୁ ଧ୍ୟାନ
ଏତିକି ଯେ ଅଳି କରୁଛି ଗୁହାରି
ଏତିକି ମାଗୁଣି ମୋର
ଏ ଭଵସାଗରୁ କରିଦିଅ ପାରି
ଏହି ଆଶା ପୂର୍ଣ୍ଣ କର।
***********************
ଉଷାରାଣୀ ସାହୁ
”
18
More oriya quote from Usharani Sahoo
Download StoryMirror App