Saumya Pattnaik
Literary Lieutenant
8
Posts
0
Followers
0
Following

None

Share with friends
Earned badges
See all

ପରିଚୟ ନିଜ ଅସ୍ତିତ୍ବ ର କଥା କହେ ସମୟ ଜୀବନ ତ ବହିଯାଏ ସ୍ମୃତି ହୁଏ ହୃଦୟ ଚଲାପଥେ ଭେଟ ହୁଏ ଅନେକ ଅଚିନ୍ହା ମୁହଁ ମନ ନିବିଡ଼ ହୁଏ ଯେବେ ସମ୍ପର୍କ ର ଛୁଟେ ସୁଅ

" ମଣିଷ ଜୀବନ ସାରା ଭ୍ରମରେ ବଞ୍ଚେ କି ସ୍ୱୟଂ ହିଁ ସବୁକିଛି, କିନ୍ତୁ ଏହି ଅହଂକାର ତାକୁ ବିନାଶ ଆଡକୁ ନେଇଯାଏ " ଭଗବାନ ରାମ ଙ୍କୁ ମା କୌଶଲ୍ୟା ଅଯୋଧ୍ୟା କୁ ଫେରିଲା ପରେ ପଚାରିଲେ କି ତୁମେ ରାବଣ କୁ ମାରିଦେଲ? " ଭଗବାନ ରାମ ଉତ୍ତର ରେ କହିଥିଲେ ମୁଁ ରାବଣ ପରି ଅନନ୍ୟ ରାଜା, ମହାନ ରାଜନୈତିଜ୍ଞ, ମହା ଜ୍ଞାନୀ ତ୍ରିଲୋକ ବିଜୟୀ କୁ ମାରିନାହିଁ, ତାକୁ "ମୁଁ" ହିଁ ମାରିଛି, ଅର୍ଥାତ, ମୁଁ ରୂପକ ଅହଂକାର ମାରିଛି.

"ନଈ ବହିଯାଏ ଅଙ୍କା ବଙ୍କା ହୋଇ, ଜୀବନ ବି ସେହିପରି ବହିଯାଉଥାଏ କର୍ମ ସ୍ରୋତ ନେଇ "

"ସଂଘର୍ଷ କୁ ନିଜ ସାଥୀ କରି ବଞ୍ଚିଥିବା ବ୍ୟକ୍ତି ଧର୍ଯ୍ୟଦ୍ୱାରା ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ "


Feed

Library

Write

Notification
Profile